ଜୁନ୍ ୯ରୁ ପ୍ରସ୍ତାବିତ ଟ୍ରକ ଧର୍ମଘଟ ପ୍ରତ୍ୟାହୃତ

କଟକ: ତ୍ରୁଟିପୂର୍ଣ୍ଣ ପରିବହନ ନୀତିକୁ ବିରୋଧ କରି ଜୁନ୍ ୯ ତାରିଖରୁ ରାଜ୍ୟ ଟ୍ରକ୍ ମାଲିକ ସଂଘ ଧର୍ମଘଟ କରିବାକୁ ଧମକ ଦେଇଥିଲା। ତେବେ ଗୁରୁବାର ଟ୍ରକ୍ ମାଲିକ ସଂଘ ଏହି ପ୍ରସ୍ତାବିତ ଧର୍ମଘଟରୁ ଓହରି ଯାଇଛି। ପରିବହନ ମନ୍ତ୍ରୀ ରମେଶ ମାଝୀଙ୍କ ସହିତ ଆଲୋଚନା କଲା ପରେ ଟ୍ରକ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ସେମାନଙ୍କର ୧୧ ଦଫା ଦାବିରୁ ସରକାର ଅଧିକାଂଶ ମାନି ନେଇଥିବା ଜଣାଯାଇଛି। ଗତ ମେ’୨୦ ତାରିଖରେ ରାଜ୍ୟ ଟ୍ରକ […]

truck

truck

Rakesh Mallick
  • Published: Thursday, 04 June 2015
  • Updated: 04 June 2015, 02:04 PM IST

Sports

Latest News

କଟକ: ତ୍ରୁଟିପୂର୍ଣ୍ଣ ପରିବହନ ନୀତିକୁ ବିରୋଧ କରି ଜୁନ୍ ୯ ତାରିଖରୁ ରାଜ୍ୟ ଟ୍ରକ୍ ମାଲିକ ସଂଘ ଧର୍ମଘଟ କରିବାକୁ ଧମକ ଦେଇଥିଲା। ତେବେ ଗୁରୁବାର ଟ୍ରକ୍ ମାଲିକ ସଂଘ ଏହି ପ୍ରସ୍ତାବିତ ଧର୍ମଘଟରୁ ଓହରି ଯାଇଛି। ପରିବହନ ମନ୍ତ୍ରୀ ରମେଶ ମାଝୀଙ୍କ ସହିତ ଆଲୋଚନା କଲା ପରେ ଟ୍ରକ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ସେମାନଙ୍କର ୧୧ ଦଫା ଦାବିରୁ ସରକାର ଅଧିକାଂଶ ମାନି ନେଇଥିବା ଜଣାଯାଇଛି।
ଗତ ମେ’୨୦ ତାରିଖରେ ରାଜ୍ୟ ଟ୍ରକ ମାଲିକ ସଂଘ ସଭାପତି ବିଭୂତି ପ୍ରସାଦ ଦାସ ଓ ସଂପାଦକ ରବି ଶତପଥୀ ରାଜ୍ୟବ୍ୟାପୀ ଧର୍ମଘଟ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଧମକ ଦେଇଥିଲେ। ତ୍ରୁଟିପୂର୍ଣ୍ଣ ପରିବହନ ନୀତି ସମେତ ସରକାର ସଂଘର ୧୧ ଦଫା ଦାବି ପୂରଣ ନକଲେ ସଂଘ ଜୁନ୍ ୯ରୁ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସେମାନେ କହିଥିଲେ। ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ରମେଶ ମାଝୀ କହିଥିଲେ ଯେ ସରକାର ଟ୍ରକ ମାଲିକ ସଂଘ ସହିତ ଆଲୋଚନା କରିବେ। ସଂଘର ଥିବା ଦାବିଗୁଡ଼ିକ ସଂପର୍କରେ ଆଲୋଚନା କରାଯିବା ପରେ କୌଣସି ନିଷ୍ପତ୍ତି ନିଆଯିବ।
ରାଜ୍ୟ ଟ୍ରକ ମାଲିକ ସଂଘର ଦାବିଗୁଡ଼ିକ ମଧ୍ୟରେ ରହିଛି- ଦୁର୍ଘଟଣାଗ୍ରସ୍ତ ଟ୍ରକଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ, ରୋଡ ପରମିଟ୍ ଓ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟଗୁଡ଼ିକୁ ବିନା କାରଣରେ ରଦ୍ଦ ନକରିବା। ଆଉ ଏଥିପାଇଁ ପରିବହନ କମିଶନରଙ୍କ ଦ୍ୱାରା ଚାରି କରାଯାଇଥିବା ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର କରିବା। ଦୋଷ ପ୍ରମାଣିତ ହେବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ଟ୍ରକର ଡ୍ରାଇଭରମାନଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ନକରିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story