ନାବାଳିକାକୁ ଦୁଷ୍କର୍ମ କରିଥିଲା, ଏବେ ମେଡିକାଲରେ ୬ ମାସ ଖଟିବ

ଫୁଲବାଣୀ (ତ୍ରିନାଥ ସାହୁ): ମେଡ଼ିକାଲରେ ସେବା ଯୋଗାଇବ ଦୁଷ୍କର୍ମ ଅଭିଯୁକ୍ତ ନାବାଳକ। ସ୍କୁଲ ଛୁଟି ଦିନରେ ଅଭିଯୁକ୍ତ ନାବାଳକ ୬ ମାସ କାଳ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଭିତରେ ମେଡିକାଲରେ ଖଟିବ। ନାବାଳିକା ଦୁଷ୍କର୍ମ ମାମଲାରେ ବିଚାର କରି ଫୁଲବାଣୀ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ଆଜି ଏପରି ନିଷ୍ପତ୍ତି ଶୁଣାଇଛନ୍ତି। ସୂଚନାରୁ ପ୍ରକାଶ, ୨୦୧୭ ଏପ୍ରିଲ ମାସରେ ଜଣେ ୭ ବର୍ଷର ନାବାଳିକା ଜଣକ ଶୌଚ ପାଇଁ ଯାଇଥିଲା। ଏହି ସମୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା […]

Juvenile rapist to work in hospital for six months

Rakesh Mallick
  • Published: Thursday, 26 July 2018
  • Updated: 26 July 2018, 10:19 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ମେଡ଼ିକାଲରେ ସେବା ଯୋଗାଇବ ଦୁଷ୍କର୍ମ ଅଭିଯୁକ୍ତ ନାବାଳକ। ସ୍କୁଲ ଛୁଟି ଦିନରେ ଅଭିଯୁକ୍ତ ନାବାଳକ ୬ ମାସ କାଳ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଭିତରେ ମେଡିକାଲରେ ଖଟିବ। ନାବାଳିକା ଦୁଷ୍କର୍ମ ମାମଲାରେ ବିଚାର କରି ଫୁଲବାଣୀ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ଆଜି ଏପରି ନିଷ୍ପତ୍ତି ଶୁଣାଇଛନ୍ତି।

ସୂଚନାରୁ ପ୍ରକାଶ, ୨୦୧୭ ଏପ୍ରିଲ ମାସରେ ଜଣେ ୭ ବର୍ଷର ନାବାଳିକା ଜଣକ ଶୌଚ ପାଇଁ ଯାଇଥିଲା। ଏହି ସମୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ନାବାଳକକୁ ଅଟକ ରଖିଥିଲା। ତେବେ ନାବାଳକ ଜଣକ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବାରୁ ପୁଲିସ ତାକୁ ଛାଡ଼ି ଦେଇଥିଲା। ଆଜି ଏହି ମାମଲାରେ ଶୁଣାଣି ପରେ ଫୁଲବାଣୀ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ନିଷ୍ପତ୍ତି ଅନୁସାରେ, ଅଭିଯୁକ୍ତ ନାବାଳକ ଦଣ୍ଡ ସ୍ୱରୂପ ସ୍କୁଲ ଛୁଟି ଦିନରେ ରାଇକିଆ ମେଡିକାଲରେ ଗୋଷ୍ଠୀ ସେବା କାର୍ଯ୍ୟରେ ନିୟୋଜିତ ହେବ। ଦୀର୍ଘ ୬ ମାସ ଧରି ଅଭିଯୁକ୍ତ ନାବାଳକ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଗୋଷ୍ଠୀ ସେବା ଯୋଗାଇବ ବୋଲି ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ଆଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story