କଳାହାଣ୍ଡି ଗସ୍ତରେ ଡିଜିପି

ଭବାନୀପାଟଣା: ପୋଲିସ୍‌ ଡିଜି କେ.ବି. ସିଂହ ଆଜି କଳାହାଣ୍ଡି ଗସ୍ତରେ  ଯାଇ ମାଓ ସମସ୍ୟା ଓ ପଞ୍ଚାୟତ ନିର୍ବାଚନ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।  ଏସପି ବ୍ରିଜେଶ ରାୟ, ନୂଆପଡ଼ା ଏସପି ସମ୍ବିତ ସମ୍ପଦ ଓ  ବଲାଙ୍ଗିର ଏସପି ଆଶିଷ ସିଂହଙ୍କ ସମେତ ଅନ୍ୟ ପୋଲିସ୍‌ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି।  ଏହି ସମୟରେ  ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ.ସାଇନି, ଆଇଜି ଅପରେସନ ଆର.ପି କୋଚେ ଓ ଗୁଇନ୍ଦା ବିଭାଗ ଆଇଜି ନରସିଂହ ଭୋଳ […]

dgp

Rakesh Mallick
  • Published: Saturday, 21 January 2017
  • , Updated: 21 January 2017, 02:20 PM IST

ଭବାନୀପାଟଣା: ପୋଲିସ୍‌ ଡିଜି କେ.ବି. ସିଂହ ଆଜି କଳାହାଣ୍ଡି ଗସ୍ତରେ  ଯାଇ ମାଓ ସମସ୍ୟା ଓ ପଞ୍ଚାୟତ ନିର୍ବାଚନ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।  ଏସପି ବ୍ରିଜେଶ ରାୟ, ନୂଆପଡ଼ା ଏସପି ସମ୍ବିତ ସମ୍ପଦ ଓ  ବଲାଙ୍ଗିର ଏସପି ଆଶିଷ ସିଂହଙ୍କ ସମେତ ଅନ୍ୟ ପୋଲିସ୍‌ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି।  ଏହି ସମୟରେ  ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ.ସାଇନି, ଆଇଜି ଅପରେସନ ଆର.ପି କୋଚେ ଓ ଗୁଇନ୍ଦା ବିଭାଗ ଆଇଜି ନରସିଂହ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ।

ଗତକାଲି  ମାଲକାନଗିରି ଯାଇ  ପୋଲିସ୍‌ ଡିଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।

 

 

Related story