ବସ୍‌ରୁ ବିରଳ ପ୍ରଜାତିର ୧୨ଟି ମାଉଣ୍ଟେନ୍‌ କ୍ୱେଲ୍‌ ପକ୍ଷୀ ଉଦ୍ଧାର

<p>ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁରରୁ ଭବାନୀପାଟଣା ଯାଉଥିବା ଏକ ଘରୋଇ ବସରୁ ବନ ବିଭାଗ ୧୨ ବିରଳ ପ୍ରଜାତିର ମାଉଣ୍ଟେନ୍&zwnj; କ୍ୱେଲ୍&zwnj; ପକ୍ଷୀ ଜବତ କରିଛି। ଏହାଛଡ଼ା ପକ୍ଷୀ ଧରା ଯନ୍ତା ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ବନ ବିଭାଗ ବସ୍&zwnj; ମାଲି ତଥା କଣ୍ଡକ୍ଟର ଚିନ୍ତାମଣି ଛତ୍ରିଆ, ଚାଳକ ପୁନିଆ ମାଝି ଓ ହେଲପର ପ୍ରଦୀପ ମାଝିଙ୍କୁ ଗିରଫ କରି ପଚରାଉଚରା ଚଳାଇଛି। ଜବତ ପକ୍ଷୀ ଗୁଡ଼ିକୁ କଲ୍ରାପାଟ ସଂରକ୍ଷିତ ଜଙ୍ଗଲରୁ ଶିକାର କରାଯାଇଥିବା ବନ ବିଭାଗ କହିଛି।</p>

Ordigital Desk
  • Published: Monday, 07 August 2017
  • Updated: 07 August 2017, 05:31 PM IST

Sports

Latest News

<p>ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁରରୁ ଭବାନୀପାଟଣା ଯାଉଥିବା ଏକ ଘରୋଇ ବସରୁ ବନ ବିଭାଗ ୧୨ ବିରଳ ପ୍ରଜାତିର ମାଉଣ୍ଟେନ୍&zwnj; କ୍ୱେଲ୍&zwnj; ପକ୍ଷୀ ଜବତ କରିଛି। ଏହାଛଡ଼ା ପକ୍ଷୀ ଧରା ଯନ୍ତା ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ବନ ବିଭାଗ ବସ୍&zwnj; ମାଲି ତଥା କଣ୍ଡକ୍ଟର ଚିନ୍ତାମଣି ଛତ୍ରିଆ, ଚାଳକ ପୁନିଆ ମାଝି ଓ ହେଲପର ପ୍ରଦୀପ ମାଝିଙ୍କୁ ଗିରଫ କରି ପଚରାଉଚରା ଚଳାଇଛି। ଜବତ ପକ୍ଷୀ ଗୁଡ଼ିକୁ କଲ୍ରାପାଟ ସଂରକ୍ଷିତ ଜଙ୍ଗଲରୁ ଶିକାର କରାଯାଇଥିବା ବନ ବିଭାଗ କହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos