କଳାହାଣ୍ଡି: ସର୍ଦ୍ଦାର ରାଜା ମେଡିକାଲ କଲେଜରେ ଅନିୟମିତତା ଯାଞ୍ଚ କଲେ ଏମସିଆଇ ଟିମ୍

କଳାହାଣ୍ଡି: ସର୍ଦ୍ଦାର ରାଜା ମେଡିକାଲ କଲେଜରେ ଅନିୟମିତତା ଚାଲିଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗ ଆସିବା ପରେ ଏମସିଆଇର ଏକ ୩ଜଣିଆ ଟିମ ଜାରିଙ୍ଗଠାରେ ଥିବା କଲେଜରେ ଆଜି ପହଞ୍ଚି ଯାଞ୍ଚ କରୁଛନ୍ତି । କୋର୍ଟ-କଚେରୀ, ସରକାର ଓ ଏମସିଆଇର ଚିଠି ନେଣଦେଣ ଭିତରେ ଗତ ୩ମାସ ହେଲା କଲେଜର ୧୨୪ ପିଲାଙ୍କ ଭାଗ୍ୟ ଝୁଲି ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସମାଧାନର ରାସ୍ତା ବାହାର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ […]

sardar raja

sardar raja

Rakesh Mallick
  • Published: Monday, 02 November 2015
  • Updated: 02 November 2015, 11:16 AM IST

Sports

Latest News

କଳାହାଣ୍ଡି: ସର୍ଦ୍ଦାର ରାଜା ମେଡିକାଲ କଲେଜରେ ଅନିୟମିତତା ଚାଲିଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗ ଆସିବା ପରେ ଏମସିଆଇର ଏକ ୩ଜଣିଆ ଟିମ ଜାରିଙ୍ଗଠାରେ ଥିବା କଲେଜରେ ଆଜି ପହଞ୍ଚି ଯାଞ୍ଚ କରୁଛନ୍ତି ।

କୋର୍ଟ-କଚେରୀ, ସରକାର ଓ ଏମସିଆଇର ଚିଠି ନେଣଦେଣ ଭିତରେ ଗତ ୩ମାସ ହେଲା କଲେଜର ୧୨୪ ପିଲାଙ୍କ ଭାଗ୍ୟ ଝୁଲି ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସମାଧାନର ରାସ୍ତା ବାହାର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ୧୨ ତାରିଖରେ ଡକାଇଥିବା ବୈଠକରେ କଲେଜରେ ନାମଲେଖା ନେଇ ପୁଣି ପ୍ରସ୍ତାବ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାନି ପ୍ରସ୍ତାବ ପଠା ଯାଇଥିଲା । ଏଥିରେ ଏମସିଆଇ ପକ୍ଷରୁ କୁହାଯାଇଥିଲା ଯେ, ମେଡିକାଲ୍ କଲେଜ ବନ୍ଦ ନେଇ ରାଜ୍ୟ ସରକାର ଏକ ଅଣ୍ଡରଟେକିଂ କିମ୍ୱା ଘୋଷଣାନାମା ଦେବା ପରେ ହିଁ ପିଲାଙ୍କୁ ଅନ୍ୟ କଲେଜରେ ଆଡମିଶନ୍ ପାଇଁ ଅନୁମତି ମିଳିବ। ସରକାରୀ କୋଟାରେ ନାମ ଲେଖାଇଥିବା ପିଲାଙ୍କୁ ସରକାରୀ ଓ ମ୍ୟାନେଜମେଣ୍ଟ କୋଟାରେ ନାମ ଲେଖାଇଥିବା ପିଲାଙ୍କୁ ଘରୋଇ କଲେଜରେ ନାମଲେଖା ପାଇଁ କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା, ସର୍ଦ୍ଦାର ରାଜା ମେଡିକାଲ କଲେଜର ମ୍ୟାନେଜମେଣ୍ଟ ନାଁରେ ଏଫଆଇଆର୍ ହୋଇଛି। ଭୁବନେଶ୍ୱରର ହାଇଟେକ୍, ସମ୍ ଓ କିମ୍ସ କଲେଜ ପିଲାଙ୍କୁ ଗ୍ରହଣ କରିବା ପାଇଁ ରାଜି ହୋଇଛନ୍ତି। ସର୍ଦ୍ଦାର ରାଜା କଲେଜକୁ ଚଲାଇବା ପାଇଁ ଅନ୍ୟ ଏକ ନୂଆ  ସଂସ୍ଥା ବାଛିବା ପର୍ଯ୍ୟନ୍ତ କଲେଜରେ ଆଡମିଶନ ହେବନାହିଁ ବୋଲି କୁହାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story