ରୋଗୀ ମୃତ୍ୟୁକୁ ନେଇ କଳିଙ୍ଗ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର: ରୋଗୀ ମୃତ୍ୟୁକୁ ନେଇ କଳିଙ୍ଗ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନିଆଁରେ ପୋଡ଼ି ହୋଇ ଗତ ଡିସେମ୍ବର ୩୦ ତାରିଖରୁ ଭୁବନେଶ୍ୱର ୭ମ ହାବିଲଦାର ସନ୍ତୋଷ ମହାରଣାଙ୍କ ପତ୍ନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ୭ମ ବାଟାଲିୟନ ହାବିଲଦାର ଓ ସିପାହୀ ସଂଘ ହସ୍ପିଟାଲ ବିରୋଧରେ ଅଭିଯୋଗ ଆଣିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଚିକିତ୍ସାରେ […]

bbsr

Rakesh Mallick
  • Published: Wednesday, 09 March 2016
  • , Updated: 09 March 2016, 02:00 PM IST

ଭୁବନେଶ୍ୱର: ରୋଗୀ ମୃତ୍ୟୁକୁ ନେଇ କଳିଙ୍ଗ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ନିଆଁରେ ପୋଡ଼ି ହୋଇ ଗତ ଡିସେମ୍ବର ୩୦ ତାରିଖରୁ ଭୁବନେଶ୍ୱର ୭ମ ହାବିଲଦାର ସନ୍ତୋଷ ମହାରଣାଙ୍କ ପତ୍ନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ୭ମ ବାଟାଲିୟନ ହାବିଲଦାର ଓ ସିପାହୀ ସଂଘ ହସ୍ପିଟାଲ ବିରୋଧରେ ଅଭିଯୋଗ ଆଣିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଚିକିତ୍ସାରେ ଅବହେଳା ଅଭିଯୋଗକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି।

Related story