କନ୍ଧମାଳ: ସୁନାପାଲୀ ଗାଁ ନିକଟରୁ  ହାତୀର ମୃତଦେହ ଉଦ୍ଧାର

କନ୍ଧମାଳ: ଫୁଲବାଣୀ କରଡା ସଂରକ୍ଷିତ ଜଙ୍ଗଲ ସୁନାପାଲୀ ଗାଁ ନିକଟରୁ ଆଜି ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟିର ଆନୁମାନିକ ବୟସ ପ୍ରାୟ ଚାରି ବର୍ଷ ହେବ।  ସକାଳେ କିଛି ସ୍ଥାନୀୟ ବାସିନ୍ଦା ଜଙ୍ଗଲରେ ହାତୀଟି ମରି ପଡିଥିବାର ଦେଖିବାକୁ ପାଇଥିଲେ। ଏହାପରେ ଲୋକେ ନିକଟସ୍ଥ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ। ଘଟଣା ପରେ ବନ ଅଧିକାରୀ ଆସି ହାତୀର ମୃତଦେହକୁ ଉଦ୍ଧାର କରିଛନ୍ତି। ହାତୀରେ ଦେହରେ କୌଣସି କ୍ଷତ ଚିହ୍ନ ନ ଥିବା ବେଳେ […]

hathi-3

Rakesh Mallick
  • Published: Sunday, 20 December 2015
  • , Updated: 20 December 2015, 09:57 AM IST

କନ୍ଧମାଳ: ଫୁଲବାଣୀ କରଡା ସଂରକ୍ଷିତ ଜଙ୍ଗଲ ସୁନାପାଲୀ ଗାଁ ନିକଟରୁ ଆଜି ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟିର ଆନୁମାନିକ ବୟସ ପ୍ରାୟ ଚାରି ବର୍ଷ ହେବ।  ସକାଳେ କିଛି ସ୍ଥାନୀୟ ବାସିନ୍ଦା ଜଙ୍ଗଲରେ ହାତୀଟି ମରି ପଡିଥିବାର ଦେଖିବାକୁ ପାଇଥିଲେ। ଏହାପରେ ଲୋକେ ନିକଟସ୍ଥ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ।

ଘଟଣା ପରେ ବନ ଅଧିକାରୀ ଆସି ହାତୀର ମୃତଦେହକୁ ଉଦ୍ଧାର କରିଛନ୍ତି। ହାତୀରେ ଦେହରେ କୌଣସି କ୍ଷତ ଚିହ୍ନ ନ ଥିବା ବେଳେ କେଉଁ କାରଣରୁ ହାତୀଟି ପ୍ରାଣ ହରାଇଲା ସେନେଇ ତଦନ୍ତ କରାଯିବ ବୋଲି ବନ ଅଧିକାରୀ କହିଛନ୍ତି।

Related story