ବାଗଚି ଘାଟିରେ ବୋଲେରୋ ଓଲଟି ଜଣେ ମୃତ, ୫ ଗୁରୁତର

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା କୋଟଗଡ଼ ନିକଟସ୍ଥ ବାଗଚି ଘାଟିରେ ଏକ ବୋଲେରୋ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କୋଟଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋଲେରୋଟି କୋଟଗଡ଼ରୁ ମୁନିଗୁଡ଼ା ଅଭିମୁଖେ ଯାଉଥିଲା।

kandhamal

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 10:35 AM IST

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା କୋଟଗଡ଼ ନିକଟସ୍ଥ ବାଗଚି ଘାଟିରେ ଏକ ବୋଲେରୋ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କୋଟଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୋଲେରୋଟି କୋଟଗଡ଼ରୁ ମୁନିଗୁଡ଼ା ଅଭିମୁଖେ ଯାଉଥିଲା।

Related story