କେନ୍ଦୁଝର: ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ 

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନଖଣ୍ଡ ଅନ୍ତର୍ଗତ ରଜିଆ  ଜଙ୍ଗଲକୁ   ଛତୁ  ସଂଗ୍ରହ ପାଇଁ  ଯାଇଥିବା ବେଳେ  ଦନ୍ତାହାତୀ ଆକ୍ରମଣରେ  ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଚମ୍ପୁଆ ବନଖଣ୍ଡ ଅଞ୍ଚଳର ଦୋଳିତା ଗାଁର ପ୍ରେମାନନ୍ଦ ନାୟକ। ଆହତ ବେଣୁଧର ବେହେରାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

kandujera

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 09:26 AM IST

Related story