କେନ୍ଦୁଝର: ଗୋପାଳପୁର ଗାଁରେ ହାତୀ ପଲ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦରରେଞ୍ଜ ଗୋପାଳପୁର ଗାଁ ହାଟପଡ଼ିଆରେ ନିକଟରେ ହାତୀପଲ ଦେଖିବାକୁ ମିଳିଛି। ଏହି ହାତୀପଲରେ ୧୭ରୁ ଅଧିକ ହାତୀ ଥିବା ଅନୁମାନ କରାଯାଉଛି। ହାତୀପଲକୁ ଦେଖି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଧାନ ଖାଇବା ପାଇଁ ହାତୀମାନେ ଗାଁ ମୁହାଁ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ଗାଁକୁ ଯାଇ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

hati

Rakesh Mallick
  • Published: Tuesday, 27 September 2016
  • , Updated: 27 September 2016, 03:25 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦରରେଞ୍ଜ ଗୋପାଳପୁର ଗାଁ ହାଟପଡ଼ିଆରେ ନିକଟରେ ହାତୀପଲ ଦେଖିବାକୁ ମିଳିଛି। ଏହି ହାତୀପଲରେ ୧୭ରୁ ଅଧିକ ହାତୀ ଥିବା ଅନୁମାନ କରାଯାଉଛି। ହାତୀପଲକୁ ଦେଖି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଧାନ ଖାଇବା ପାଇଁ ହାତୀମାନେ ଗାଁ ମୁହାଁ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ଗାଁକୁ ଯାଇ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

Related story