କେନ୍ଦୁଝର: ସାପ କାମୁଡାରେ ଦୁଇ ଭଉଣୀ ମୃତ

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଘୁଟୁରୁ ଗାଁରେ ସାପ କାମୁଡ଼ାରେ  ଦୁଇ ଭଉଣୀଙ୍କ  ମୃତ୍ୟୁ ଘଟିଛି। ସେମାନେ ହେଲେ ପିଙ୍କି ମୁଣ୍ଡା ଓ ରିଙ୍କି ମୁଣ୍ଡା। ଗତକାଲି ରାତିରେ  ଘରେ ଶୋଇଥିବା ବେଳେ ଦୁଇ ଭଉଣୀକୁ ସାପ କାମୁଡିଥିଲା। ଏହାପରେ  ପରିବାର ଲୋକ  ଉଭୟଙ୍କୁ ହସପିଟାଲ ନେଇଯାଇଥିଲେ।  ସେଠାରେ ଡାକ୍ତର  ଚିକିତ୍ସାରେ ଅବହେଳା କରିବା ଯୋଗୁଁ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା  ପରିବାର ଲୋକ ଅଭିଯୋଗ କରିଛନ୍ତି।

snake

Rakesh Mallick
  • Published: Tuesday, 05 July 2016
  • , Updated: 05 July 2016, 09:43 AM IST

Related story