କେନ୍ଦ୍ରାପଡା: ରାଜକନିକାରେ କୁମ୍ଭୀର ଆକ୍ରମଣରେ ୨ ଆହତ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ବାରମ୍ୱାର କୁମ୍ଭୀର ଆକ୍ରମଣ ହୋଇଛି। ୧୦ ଦିନ ଭିତରେ ୨ଜଣ ଆକ୍ରମଣର ଶୀକାର ହୋଇଛନ୍ତି। ଜଣେ ଚାଷୀଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରଥମେ ରାଜକନିକା ଏଣ୍ଡୁଳା ଗ୍ରାମରେ ଗାଁର ଫକୀର ଚରଣ ଜେନା କୁମ୍ଭୀର ଆକ୍ରମଣ କରିଥିବାବେଳେ ସେହିପରି ସିଗିଡି ଗାଁରେ ସାବିତ୍ରୀ ସାମଲ କୁମ୍ଭୀର ଆକ୍ରମଣରେ ଶୀକାର ହୋଇଛନ୍ତି। ନଦୀ ଅବବାହିକାରେ ବାସ କରୁଥିବା  ଲୋକମାନେ  କୁମ୍ଭୀର ଭୟରେ ଚାଷ କାର୍ଯ୍ୟ କରିବାକୁ ଯାଇ ପାରୁନାହାନ୍ତି।  ଭିତରକନିକା ଖୋଳା ନଦୀରୁ […]

k

Rakesh Mallick
  • Published: Saturday, 01 August 2015
  • , Updated: 01 August 2015, 06:53 AM IST

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ବାରମ୍ୱାର କୁମ୍ଭୀର ଆକ୍ରମଣ ହୋଇଛି। ୧୦ ଦିନ ଭିତରେ ୨ଜଣ ଆକ୍ରମଣର ଶୀକାର ହୋଇଛନ୍ତି। ଜଣେ ଚାଷୀଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରଥମେ ରାଜକନିକା ଏଣ୍ଡୁଳା ଗ୍ରାମରେ ଗାଁର ଫକୀର ଚରଣ ଜେନା କୁମ୍ଭୀର ଆକ୍ରମଣ କରିଥିବାବେଳେ ସେହିପରି ସିଗିଡି ଗାଁରେ ସାବିତ୍ରୀ ସାମଲ କୁମ୍ଭୀର ଆକ୍ରମଣରେ ଶୀକାର ହୋଇଛନ୍ତି। ନଦୀ ଅବବାହିକାରେ ବାସ କରୁଥିବା  ଲୋକମାନେ  କୁମ୍ଭୀର ଭୟରେ ଚାଷ କାର୍ଯ୍ୟ କରିବାକୁ ଯାଇ ପାରୁନାହାନ୍ତି।  ଭିତରକନିକା ଖୋଳା ନଦୀରୁ  ଅନ୍ୟ ନଦୀକୁ ଆସିଥିବା  ସାଧାରଣରେ ଅଭିଯୋଗ ହେଉଛି।

Related story