ନିଜ ଗାଁରେ ବିରୋଧର ସମ୍ମୁଖୀନ ହେଲେ ବିଜେଡି ବିଧାୟକ, ଲୋକଙ୍କୁ ମିଳୁନି ମୌଳିକ ସୁବିଧା

ସୋନପୁର (ରବୀନ୍ଦ୍ର ହୋତା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ ଆଜି ନିଜ ଗାଁ ବରପଦରରେ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ବିଭିନ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଗାଁ ଲୋକେ ତାଙ୍କୁ ଘେରିଥିଲେ। ଆଉ ସେହି ସମୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ରଣା, ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ କୁଲତାଯୋର ପଞ୍ଚାୟତରେ ଏକ କାର୍ଯ୍ୟକ୍ରମ […]

Kantamal Mla

Kantamal Mla

Jitendra Garnayak
  • Published: Saturday, 25 December 2021
  • Updated: 25 December 2021, 09:22 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ ଆଜି ନିଜ ଗାଁ ବରପଦରରେ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ବିଭିନ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଗାଁ ଲୋକେ ତାଙ୍କୁ ଘେରିଥିଲେ। ଆଉ ସେହି ସମୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଧାୟକ ଶ୍ରୀ ରଣା, ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ କୁଲତାଯୋର ପଞ୍ଚାୟତରେ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ବରପଦର ଗାଁ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଗାଁ ଲୋକେ ଦୀର୍ଘ ସମୟ ଧରି ସମସ୍ତଙ୍କୁ ଅଟକାଇ ପ୍ରଶ୍ନ ପରେ ପ୍ରଶ୍ନ କରିଥିଲେ। ବିଭିନ୍ନ ପ୍ରକାର ଭତ୍ତା ଠାରୁ ଆରମ୍ଭ କରି ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ନମିଳିବା, ରାସନାକାର୍ଡ ନମିଳିବା ତଥା ସ୍କୁଲ୍‌ରେ ଶିକ୍ଷକ ସମସ୍ୟା ନେଇ ଗାଁ ଲୋକମାନେ ତାତି ଯାଇଥିଲେ। ଫଳରେ ବେଶ୍ କିଛି ସମୟ ଧରି ଗାଁରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ବୁଝାସୁଝା କରିବା ପରେ ଗାଁ ଲୋକେ ବିଧାୟକ ଓ ଅନ୍ୟ ସମସ୍ତଙ୍କୁ ଛାଡ଼ିଥିଲେ।

ବିଧାୟକ ଓ ଜିଲ୍ଲାପାଳଙ୍କ ସହିତ ପିଡି ଡିଆରଡିଏ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ସନତ କୁମାର ନଏକ, କଣ୍ଟାମାଳ ବିଡିଓ କଳାକୃଷ୍ଣ ପଧାନ, ବୌଦ୍ଧ ତହସିଲଦାର ଅଭିନାସ ପାଣ୍ଡିଆ, କୁଲତାଯୋର ସରପଞ୍ଚ ପଦ୍ମାବତୀ ରଣା ଏବଂ କଣ୍ଟାମାଳ ତହସିଲଦାର ରୀନା ପଧାନଙ୍କୁ ଲୋକେ ଘେରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story