ପିଲା ଅପହରଣ ଟଙ୍କାରେ କାର୍‌ କିଣି ଅୟସ୍‌ କରୁଥିଲେ ଅଭିଯୁକ୍ତ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ୭ ବର୍ଷର ପିଲାକୁ ଅପହରଣ କରି ସେହି ଟଙ୍କାରେ କାର୍‌ କିଣି କୟସ୍‌ କରୁଥିଲେ ଅଭିଯୁକ୍ତ। ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରୁ। ଏହି ମାମଲାରେ ପୁଲିସ ଜଣେ ନାବାଳକଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି। ଟଙ୍କା ଉପାର୍ଜନ ପାଇଁ ଏହି ଅପହରଣ ହୋଇଥିବା ପୁଲିସ କହିଛି। ଡିସେମ୍ୱର ୧୬ ତାରିଖରେ କାଶୀନଗର ଥାନା ଅନ୍ତର୍ଗତ କୁମୁଟି ସାହିର ଜାନି ଗୋପୀଙ୍କ ୭ ବର୍ଷର ପୁଅ ଜାନି […]

paralakhamundi

paralakhamundi

Manoranjan Sial
  • Published: Sunday, 03 January 2021
  • Updated: 03 January 2021, 08:34 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ୭ ବର୍ଷର ପିଲାକୁ ଅପହରଣ କରି ସେହି ଟଙ୍କାରେ କାର୍‌ କିଣି କୟସ୍‌ କରୁଥିଲେ ଅଭିଯୁକ୍ତ। ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରୁ। ଏହି ମାମଲାରେ ପୁଲିସ ଜଣେ ନାବାଳକଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି। ଟଙ୍କା ଉପାର୍ଜନ ପାଇଁ ଏହି ଅପହରଣ ହୋଇଥିବା ପୁଲିସ କହିଛି।

ଡିସେମ୍ୱର ୧୬ ତାରିଖରେ କାଶୀନଗର ଥାନା ଅନ୍ତର୍ଗତ କୁମୁଟି ସାହିର ଜାନି ଗୋପୀଙ୍କ ୭ ବର୍ଷର ପୁଅ ଜାନି ହାର୍ଦ୍ଦିକ ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟ ୨ ଜଣ ଯୁବକ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ରେ ଆସି ତାକୁ ଅପହରଣ କରିନେଇ ଥିଲେ। ଅପହରଣ ପରେ ଦୁର୍ବୃତ୍ତମାନେ ୫୦ ଲକ୍ଷ ଦେଲେ ପୁଅକୁ ଫେରାଇବୁ ବୋଲି ଧମକ ଦେଇଥିଲେ। ମୂଲ୍‌ଚାଲ୍‌ ପରେ ୭ ଲକ୍ଷ ୫୦ ହଜାର ଟଙ୍କା ଛିଡ଼ି ଥିଲା। ଆଉ ତା’ପରେ ଜାନି ଗୋପୀ ନିର୍ଦ୍ଧାରିତ ସ୍ଥାନରେ ସେମାନଙ୍କୁ ଟଙ୍କା ଦେଇଥିଲେ। ତା’ପରେ ଯାଇ ଅଭିଯୁକ୍ତମାନେ ହାର୍ଦ୍ଦିକଙ୍କୁ ଛାଡ଼ିଥିଲେ। ଅପହରଣ ପରେ ମିଳିଥିବା ଟଙ୍କାରେ ଅଭିଯୁକ୍ତମାନେ ଏକ କାର୍‌ କିଣି ଅୟେସ୍‌ ଜୀବନ ବିତାଉଥିଲେ। ମୌଜ ମଜଲିସ୍‌ରେ ଦିନ କାଟୁଥିଲେ।

ଗତ ୧୮ ତାରିଖରେ କାଶୀନଗର ନିକଟରୁ ଏକ ଘରୁ ହାର୍ଦ୍ଦିକକୁ ଉଦ୍ଧାର କରିବା ପରେ ଗୋପୀ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ଆଜି ଜଣେ ନାବାଳକଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି। ତେବେ ନାବାଳକକୁ ଜେଭେନାଇକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କଠାରୁ ପୁଲିସ ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା, ଗୋଟିଏ କାର, ଅପହରଣରେ ବ୍ୟବହୃତ ୫ଟି ବାଇକ ଓ ୭ଟି ମୋବାଇଲ ଜବତ କରାଯାଇଛି ବୋଲି ଗଜପତି ଏସ୍‌ପି ତପନ ପଟ୍ଟନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story