ଦବିଲା କାଠଯୋଡ଼ି ବ୍ରିଜ୍

କଟକ (ଓଡ଼ିଶା ରିପୋର୍ଟର): ତିନି ଦିନ ତଳେ ଭୁବନେଶ୍ୱରରେ ପଳାଶୁଣୀ ଓଭରବ୍ରିଜ୍ ଦବି ଥିବା ବେଳେ ଆଜି କଟକ କାଠଯୋଡ଼ି ବ୍ରିଜ୍ ଦବି ଯାଇଛି। ଗୋପାଳପୁର-ଲିଙ୍କରୋଡ୍ ରାସ୍ତାର ଆରମ୍ଭରୁ ବ୍ରିଜ୍‌ଟି ସାମନ୍ୟ ଦବି ଯାଇଛି। କଟକ ପଟରୁ ବ୍ରିଜ୍‌ଟି ଦବିଛି। ଦବିଥିବା ସ୍ଥାନକୁ ଏନ୍‌ଏଚ୍‌ଆଇ ଓ ପୁଲିସ୍‌ ପକ୍ଷରୁ କର୍ଡନ କରାଯାଇଛି। ବ୍ରିଜ୍ ଦବି ପରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି। ନୂଆ ବ୍ରିଜ୍ ଦବି ଥିବାରୁ ଏବେ ଏହାର ନିର୍ମାଣ କାର୍ଯ୍ୟ ପରେ ପ୍ରଶ୍ନ ଉଠିଛି। ଘଟଣାସ୍ଥଳରେ […]

cuttack

Tapaswini Nayak
  • Published: Wednesday, 28 August 2019
  • , Updated: 28 August 2019, 02:43 PM IST

କଟକ (ଓଡ଼ିଶା ରିପୋର୍ଟର): ତିନି ଦିନ ତଳେ ଭୁବନେଶ୍ୱରରେ ପଳାଶୁଣୀ ଓଭରବ୍ରିଜ୍ ଦବି ଥିବା ବେଳେ ଆଜି କଟକ କାଠଯୋଡ଼ି ବ୍ରିଜ୍ ଦବି ଯାଇଛି। ଗୋପାଳପୁର-ଲିଙ୍କରୋଡ୍ ରାସ୍ତାର ଆରମ୍ଭରୁ ବ୍ରିଜ୍‌ଟି ସାମନ୍ୟ ଦବି ଯାଇଛି। କଟକ ପଟରୁ ବ୍ରିଜ୍‌ଟି ଦବିଛି। ଦବିଥିବା ସ୍ଥାନକୁ ଏନ୍‌ଏଚ୍‌ଆଇ ଓ ପୁଲିସ୍‌ ପକ୍ଷରୁ କର୍ଡନ କରାଯାଇଛି। ବ୍ରିଜ୍ ଦବି ପରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି।

ନୂଆ ବ୍ରିଜ୍ ଦବି ଥିବାରୁ ଏବେ ଏହାର ନିର୍ମାଣ କାର୍ଯ୍ୟ ପରେ ପ୍ରଶ୍ନ ଉଠିଛି। ଘଟଣାସ୍ଥଳରେ କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Related story