୧୨ ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖ, ସବୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦେଶରେ ଲାଗି ରହିଥିବା କରୋନାର କଡ଼ଲେଉଟାଣି ଭିତରେ ପୁଣି ପଶିଲାଣି ଛନକା । ୧୨ଟି ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏନେଇ ସେ ଓଡ଼ିଶାର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଏକ ଜରୁରୀ ଚିଠି ଲେଖିଛନ୍ତି । ରାଜ୍ୟର ଦୁଇଟି ଏୟାରପୋର୍ଟ ଯଥା ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ଏୟାରପୋର୍ଟର ନିର୍ଦ୍ଦେଶକ, ପୂର୍ବତଟ ରେଲେୱେ GMଙ୍କୁ ଚିଠି […]

corona

corona

Tapas Behera
  • Published: Thursday, 25 February 2021
  • Updated: 25 February 2021, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦେଶରେ ଲାଗି ରହିଥିବା କରୋନାର କଡ଼ଲେଉଟାଣି ଭିତରେ ପୁଣି ପଶିଲାଣି ଛନକା । ୧୨ଟି ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏନେଇ ସେ ଓଡ଼ିଶାର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଏକ ଜରୁରୀ ଚିଠି ଲେଖିଛନ୍ତି । ରାଜ୍ୟର ଦୁଇଟି ଏୟାରପୋର୍ଟ ଯଥା ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ଏୟାରପୋର୍ଟର ନିର୍ଦ୍ଦେଶକ, ପୂର୍ବତଟ ରେଲେୱେ GMଙ୍କୁ ଚିଠି ଲେଖି ଓଡ଼ିଶା ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ କହିଛନ୍ତି । ସେସବୁ ରାଜ୍ୟ ଗୁଡ଼ିକ ହେଉଛି, ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ।

ଫେରନ୍ତାଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେବା ସହ ଏୟାରପୋର୍ଟଏବଂ ରେଳଷ୍ଟେସନ୍ ଗୁଡ଼ିକରେ ଥର୍ମାଲ ସ୍କ୍ରିନିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନଙ୍କ କୌଣସି ଲକ୍ଷଣ ଦେଖାଯିବ କିମ୍ବା ଜ୍ୱର ଥିବ, ସେମାନଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତିଙ୍କ କରୋନା ପଜିଟିଭ୍ ଜଣାପଡ଼ିବେ । ତାଙ୍କୁ ବିଧିବ୍ୟବସ୍ଥା ଅନୁଯାୟୀ ଆଇସୋଲେସନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ମହାପାତ୍ର ।

କାରଣ କଡ଼ ଲେଉଟାଇ ପୁଣି କୋପ କଲାଣି କରୋନା । ଭିତରେ ଭିତରେ ଚୋଟ ମାରିବାକୁ ପୁଣି ଫଣା କାଢ଼ିଲାଣି ମହାମାରୀ । ଛନକାଇଲା ଭଳି ଆଜିର କୋଭିଡ୍ ତଥ୍ୟ ଆସିଛି।  ଦେଶରେ ଦିନକରେ ୧୫ ହଜାର ଉପରେ ପଜିଟିଭ୍ ଗ୍ରାଫ୍  ଛୁଇଁଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୧୬, ୭୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୩୮ଜଣଙ୍କ ପ୍ରଣହାନୀ ଘଟିଛି । ଏ ସଂଖ୍ୟାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ସମୁଦାୟ ୧ ଲକ୍ଷ ୫୬ ହଜାର ୭୦୫କୁ ବୃଦ୍ଧି ପାଇଛି । ଆରମ୍ଭରୁ ଆଜି ଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୪୬ ହଜାର ୯୧୪ରେ ପହଞ୍ଚିଛି । ଓଡ଼ିଶାରେ ବି ପୁଣି ଦୈନିକ ୧୦୦ ମୁହାଁ ହେଲାଣି। ନୂଆ ସଂକ୍ରମଣ ୨୪ ଘଣ୍ଟାରେ ୮୯ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ଜଣଙ୍କ ଜୀବନ ଯାଇଛି। ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଓ ବାଲେଶ୍ୱରରୁ ୯ ଲେଖାଏଁ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story