କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁ ନାହାନ୍ତି: ନିର୍ମଲା ସୀତାରମଣ

ଭୁବନେଶ୍ୱର: ଓଡ଼ିଶାକୁ କେନ୍ଦ୍ର ସରକାର ଅବହେଳା କରି ନାହାନ୍ତି। ଏ ନେଇ ଯେଉଁ ଅଭିଯୋଗ ହେଉଛି ତାହା ସଂପୂର୍ଣ୍ଣ ଅମୂଳକ ବୋଲି କହିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ନିର୍ମଲା ସୀତାରମଣ। ସେ କହିଛନ୍ତି ଯେ ଗତ ବର୍ଷକ ମଧ୍ୟରେ ରାଜ୍ୟ ସରକାରଙ୍କୁ ୮ ହଜାର କୋଟିରୁ ଅଧିକ ଟଙ୍କାର ଅନୁଦାନ ଦିଆଯାଇଛି। ଏଥର ରେଳ ବଜେଟରେ ଓଡ଼ିଶାକୁ ବିଶେଷ ଧ୍ୟାନ ଦିଆଯାଇ ୨,୫୧୪ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ସେହିଭଳି ଚଳିତ ନବକଳେବର […]

nnirrrma

nnirrrma

Rakesh Mallick
  • Published: Sunday, 24 May 2015
  • Updated: 25 May 2015, 02:03 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାକୁ କେନ୍ଦ୍ର ସରକାର ଅବହେଳା କରି ନାହାନ୍ତି। ଏ ନେଇ ଯେଉଁ ଅଭିଯୋଗ ହେଉଛି ତାହା ସଂପୂର୍ଣ୍ଣ ଅମୂଳକ ବୋଲି କହିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ନିର୍ମଲା ସୀତାରମଣ। ସେ କହିଛନ୍ତି ଯେ ଗତ ବର୍ଷକ ମଧ୍ୟରେ ରାଜ୍ୟ ସରକାରଙ୍କୁ ୮ ହଜାର କୋଟିରୁ ଅଧିକ ଟଙ୍କାର ଅନୁଦାନ ଦିଆଯାଇଛି। ଏଥର ରେଳ ବଜେଟରେ ଓଡ଼ିଶାକୁ ବିଶେଷ ଧ୍ୟାନ ଦିଆଯାଇ ୨,୫୧୪ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ସେହିଭଳି ଚଳିତ ନବକଳେବର ପାଇଁ କେନ୍ଦ୍ର ସରକାର ୫୦ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି।

କେନ୍ଦ୍ର ମନ୍ତ୍ରୀ ସୀତାରମଣ ଆହୁରି ମଧ୍ୟ କହିଥିଲେ ଯେ କୋଲ ବ୍ଲକ୍ ନିଲାମୀ କରିବାକୁ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ଦେଶରେ ସବୁଠୁ ଅଧିକ ଲାଭ ଓଡ଼ିଶାର ହେବ। ଏହି ବ୍ୟବସ୍ଥା ଯୋଗୁ ଓଡ଼ିଶା ସରକାର ଆସନ୍ତା ୨୦ ବର୍ଷରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ପାଇବେ। ତେଣୁ ଓଡ଼ିଶାକୁ ଅବହେଳା କରାଯାଉଛି ବୋଲି କହିବା ପୂର୍ବରୁ ଏସବୁ କଥାକୁ ବିଚାର କରିଯିବା ଆବଶ୍ୟକ।

ପୋସ୍କୋ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ

ସେହିଭଳି ପୋସ୍କୋ ସଂପର୍କରେ ସେ କହିଥିଲେ ଯେ ଏହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ। ଏଥିରେ କେନ୍ଦ୍ର ସରକାରଙ୍କର କିଛି କରିବାର ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story