କେନ୍ଦ୍ରାପଡ଼ା: ମିନି ଷ୍ଟାଡିୟମ ଶିଳାନ୍ୟାସକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ୱୟଂସାଶିତ କଲେଜରେ ମିନି ଷ୍ଟାଡିୟମ ଶିଳାନ୍ୟାସ ଉତ୍ସବକୁ କେନ୍ଦ୍ର କରି ଆଜି ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। କଲେଜର ମିନି ଷ୍ଠାଡିୟମର ଶିଳାନ୍ୟାସ କରିବାକୁ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଆସିବାର ଥିଲା। ବିଧାୟକଙ୍କ ଗସ୍ତକୁ ବିରୋଧ କରି କଲେଜର କିଛି ଛାତ୍ର ଗୋଷ୍ଠୀ  ଛାତ୍ର ସଂସଦ ବ୍ୟାନର ଲଗାଇ ମୁଖ୍ୟ ଫାଟକ ବନ୍ଦ କରିଦେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବିଧାୟକଙ୍କ କିଛି ସମର୍ଥକ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ […]

kendrapada

Rakesh Mallick
  • Published: Friday, 23 December 2016
  • , Updated: 23 December 2016, 02:37 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ୱୟଂସାଶିତ କଲେଜରେ ମିନି ଷ୍ଟାଡିୟମ ଶିଳାନ୍ୟାସ ଉତ୍ସବକୁ କେନ୍ଦ୍ର କରି ଆଜି ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। କଲେଜର ମିନି ଷ୍ଠାଡିୟମର ଶିଳାନ୍ୟାସ କରିବାକୁ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଆସିବାର ଥିଲା। ବିଧାୟକଙ୍କ ଗସ୍ତକୁ ବିରୋଧ କରି କଲେଜର କିଛି ଛାତ୍ର ଗୋଷ୍ଠୀ  ଛାତ୍ର ସଂସଦ ବ୍ୟାନର ଲଗାଇ ମୁଖ୍ୟ ଫାଟକ ବନ୍ଦ କରିଦେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବିଧାୟକଙ୍କ କିଛି ସମର୍ଥକ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଚପା ଉତ୍ତେଜନା ଲାଗି ରହିଛି।

Related story