ଜାନୁଆରୀ ୩ରେ ଖୋଲିବ ବଳଦେବଜିଉ ମନ୍ଦିର

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଜାନୁଆରୀ ୩ ତାରିଖରୁ ଖୋଲିବ କେନ୍ଦ୍ରାପଡ଼ା ବଳଦେବଜିଉ ମନ୍ଦିର। ଏ ନେଇ ସୂଚନା ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା। କୋଭିଡ୍‌ ଗାଇଡଲାଇନ ଭିତରେ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯିବ। ଏକ ସମୟରେ ୧୦୦ରୁ ଅଧିକ ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା କରାଯାଇଛି। ସେପଟେ ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ୨୭ ତାରିଖରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ମଧ୍ୟ ମିଳିବ। ହେଲେ ରାଜ୍ୟର ବାକି ୧୮ ହଜାର ଛୋଟ ବଡ଼ ମନ୍ଦିର ଖୋଲିବ କେବେ? […]

baladev

baladev

Manoranjan Sial
  • Published: Wednesday, 16 December 2020
  • Updated: 17 December 2020, 08:05 AM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଜାନୁଆରୀ ୩ ତାରିଖରୁ ଖୋଲିବ କେନ୍ଦ୍ରାପଡ଼ା ବଳଦେବଜିଉ ମନ୍ଦିର। ଏ ନେଇ ସୂଚନା ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା। କୋଭିଡ୍‌ ଗାଇଡଲାଇନ ଭିତରେ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯିବ। ଏକ ସମୟରେ ୧୦୦ରୁ ଅଧିକ ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା କରାଯାଇଛି।

ସେପଟେ ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ୨୭ ତାରିଖରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ମଧ୍ୟ ମିଳିବ। ହେଲେ ରାଜ୍ୟର ବାକି ୧୮ ହଜାର ଛୋଟ ବଡ଼ ମନ୍ଦିର ଖୋଲିବ କେବେ? କେଉଁ ଦିନଠୁ ଏସବୁ ମନ୍ଦିରରେ ମିଳିବ ଦେବାଦେବୀଙ୍କ ସାନ୍ନିଧ୍ୟ ସୁଯୋଗ? ତାକୁ ନେଇ ଉତ୍କଣ୍ଠାରେ ଭକ୍ତ ଓ ଆଶାରେ ସେବାୟତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story