ନବୀନ ନିବାସରେ ବିଜେଡି କର୍ମୀଙ୍କ ନାରା: ଦଳୀୟ ପ୍ରାର୍ଥୀ ଧୃବ ସାହୁଙ୍କୁ ବଦଳାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭାର ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କ ବିରୋଧରେ ତେଜିବାରେ ଲାଗିଛି ଦଳୀୟ କର୍ମୀଙ୍କ ଅସନ୍ତୋଷ। ତାଙ୍କର ଟିକେଟ କାଟିବାକୁ ଦାବି କରି ଶତାଧିକ ବିଜେଡି କର୍ମୀ ଆଜି ନବୀନ ନିବାସ ଆଗରେ ପହଞ୍ଚି ହୋହଲ୍ଲା କରିଛନ୍ତି। ଏମାନେ ସମସ୍ତେ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର। ସେମାନଙ୍କ ଅଭିଯୋଗ ହେଲା, ମାର୍କଫେଡ୍‌ ଧାନକିଣା ଦୁର୍ନୀତିରେ ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କ ସଂପୃକ୍ତ ରହିଛି। ତେଣୁ ତାଙ୍କ ବଦଳରେ ଅନ୍ୟ କାହାକୁ ପ୍ରାର୍ଥୀ […]

987

987

Tapas Behera
  • Published: Friday, 05 April 2019
  • Updated: 05 April 2019, 04:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭାର ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କ ବିରୋଧରେ ତେଜିବାରେ ଲାଗିଛି ଦଳୀୟ କର୍ମୀଙ୍କ ଅସନ୍ତୋଷ। ତାଙ୍କର ଟିକେଟ କାଟିବାକୁ ଦାବି କରି ଶତାଧିକ ବିଜେଡି କର୍ମୀ ଆଜି ନବୀନ ନିବାସ ଆଗରେ ପହଞ୍ଚି ହୋହଲ୍ଲା କରିଛନ୍ତି। ଏମାନେ ସମସ୍ତେ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର।

ସେମାନଙ୍କ ଅଭିଯୋଗ ହେଲା, ମାର୍କଫେଡ୍‌ ଧାନକିଣା ଦୁର୍ନୀତିରେ ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କ ସଂପୃକ୍ତ ରହିଛି। ତେଣୁ ତାଙ୍କ ବଦଳରେ ଅନ୍ୟ କାହାକୁ ପ୍ରାର୍ଥୀ କରାଯାଉ।

ବିଜେଡି କର୍ମୀ ଦେବାଶିଷ ପାତ୍ରଙ୍କ କହିବା ଅନୁଯାୟୀ, ଧୃବ ବିଭିନ୍ନ ଦୁର୍ନୀତିରେ ସଂଶ୍ଲିଷ୍ଟ ଅଛନ୍ତି। ମାର୍କଫେଡ୍‌ ଧାନ ଦୁର୍ନୀତିଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂ ପର୍ଯ୍ୟନ୍ତ ଏବଂ ମାଫିଆମାନଙ୍କ ସହିତ ତାଙ୍କର ସମ୍ପର୍କ ରହିଛି। ତେଣୁ ତାଙ୍କ ଟିକେଟକୁ ପୁନର୍ବିଚାର କରାଯାଉ ବୋଲି ଶ୍ରୀ ପାତ୍ର ଦାବି କରିଛନ୍ତି।

ଆଉ ଜଣେ ବିଜେଡି କର୍ମୀ ସଞ୍ଜୀବ ନାୟକଙ୍କ କହିଛନ୍ତି-“ନବୀନ ବାବୁ ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ସେ ସମ୍ପୂର୍ଣ୍ଣ ଭାବେ ଦୁର୍ନୀତିଗ୍ରସ୍ତ ଓ ଅସାମାଜିକ କାର୍ଯ୍ୟ ସହିତ ସମ୍ପୃକ୍ତ। ତେଣୁ ତାଙ୍କୁ ବଦଳା ଯାଉ। ନଚେତ ଦଳ ବହୁ କ୍ଷତି ସହିବ। ଜିତିବାର ସମ୍ଭାବନା ନାହିଁ। ୭୦ଭାଗ ବିଜୁ ଜନତା ଦଳ ଲୋକ ତାଙ୍କୁ ଚାହୁଁନାହାନ୍ତି।”

ପୂର୍ବରୁ ଏନେଇ ରାଜନଗର ବିଧାନସଭା ବିଜେଡି  ପ୍ରାର୍ଥୀ ଧୃବ ସାହୁ କହିଥିଲେ ଯେ, ଗଣତନ୍ତ୍ରରେ ଏଭଳି ବିରୋଧ ହୁଏ। ସେ ସମସ୍ତଙ୍କୁ ନେଇ କାମ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story