ମାମୁ ଘର ଗାଁରେ ଭଣଜାର ବେକ କାଟିଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଆଈର ସୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ମାମୁ ଘର ଯାଇଥିଲା ୭ ବର୍ଷ ଭଣଜା। ହେଲେ ମାମୁ ଘର ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ତା’ ବେକ କାଟିଦେଲେ ଦୁର୍ବୃତ୍ତ। ବୁଧବାର ଏପରି ନୃଶଂସ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଘଟିଛି। ପୂରା ଘଟଣା ଏମିତି। ଆଜି ଥିଲା ଅଟାବୁହା ଗାଁର କୈଳାଶ ଦଳେଇଙ୍କ ଶାଶୁଙ୍କ ସୁଦ୍ଧିକ୍ରିୟା। ସେଥିପାଇଁ କୈଳାଶଙ୍କ ପରିବାର ଶ୍ୱଶୁର ଘର ଟୁବିହୁଡା ଗାଁକୁ ଯାଇଥିଲେ। କୈଳାଶଙ୍କ ସାଙ୍ଗରେ ତାଙ୍କ […]

anganwadi

anganwadi

Manoranjan Sial
  • Published: Wednesday, 03 February 2021
  • Updated: 04 February 2021, 06:03 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଆଈର ସୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ମାମୁ ଘର ଯାଇଥିଲା ୭ ବର୍ଷ ଭଣଜା। ହେଲେ ମାମୁ ଘର ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ତା’ ବେକ କାଟିଦେଲେ ଦୁର୍ବୃତ୍ତ। ବୁଧବାର ଏପରି ନୃଶଂସ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଘଟିଛି।

ପୂରା ଘଟଣା ଏମିତି। ଆଜି ଥିଲା ଅଟାବୁହା ଗାଁର କୈଳାଶ ଦଳେଇଙ୍କ ଶାଶୁଙ୍କ ସୁଦ୍ଧିକ୍ରିୟା। ସେଥିପାଇଁ କୈଳାଶଙ୍କ ପରିବାର ଶ୍ୱଶୁର ଘର ଟୁବିହୁଡା ଗାଁକୁ ଯାଇଥିଲେ। କୈଳାଶଙ୍କ ସାଙ୍ଗରେ ତାଙ୍କ ୭ ବର୍ଷର ପୁଅ ପାପୁନି ମଧ୍ୟ ଯାଇଥିଲା। ଆଜି ସୁଦ୍ଧିକ୍ରିୟା କାମ ଚାଲିଥିଲା। ସମସ୍ତେ କାମରେ ବ୍ୟସ୍ତ ଥିଲେ।

ତେବେ ଅପରାହ୍ନରେ ବାପୁନିଙ୍କୁ ଗୁରୁତର ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ରରୁ ଉଦ୍ଧାର କରାଯାଇଥିଲା। ତାଙ୍କ ବେକ କଟା ଯାଇଥିବା ଦେଖିବାକୁ ମିଳିଥିଲା। ମାମୁ ଘର ଲୋକେ ସଙ୍ଗେ ସଙ୍ଗେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି।

ଏ ନେଇ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର କିଏ ଓ କାହିଁକି ବାପୁନିର ବେକ କାଟିଲା, ତାହା ଜଣାପଡ଼ିନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story