ଅଣ୍ଡାମାଡ଼ରେ କ୍ଷୁବ୍ଧ ଜୁଏଲ: କହିଲେ-ଆଟ୍ରୋସିଟି ଲଗାଇ ଆକ୍ରମଣକାରୀଙ୍କୁ ଦଣ୍ଡ ଦିଅନ୍ତୁ ନବୀନ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ଏହାକୁ ନିନ୍ଦା କରିଛନ୍ତି ଜୁଏଲ। ସେ କହିଛନ୍ତି- “ମୁଁ ଜଣେ ଆଦିବାସୀ। ମୋ ଉପରକୁ ହୋଇଥିବା ଏଭଳି ଆକ୍ରମଣ ଉଦ୍ୟମ ଋଗ୍‌ଣ ମାନସିକତାର ପରିଚୟ। ଆକ୍ରମଣକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଆଟ୍ରୋସିଟି ଆକ୍ଟ ଲଗାଇ ଦଣ୍ଡିତ କରାନ୍ତୁ। ମୁଁ ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିବା ସତ୍ତ୍ୱେ ମୋ ଗସ୍ତ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମିଳୁନାହିଁ। ଏ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ […]

jual-oram-story_

jual-oram-story_

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 11:02 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ଏହାକୁ ନିନ୍ଦା କରିଛନ୍ତି ଜୁଏଲ। ସେ କହିଛନ୍ତି- “ମୁଁ ଜଣେ ଆଦିବାସୀ। ମୋ ଉପରକୁ ହୋଇଥିବା ଏଭଳି ଆକ୍ରମଣ ଉଦ୍ୟମ ଋଗ୍‌ଣ ମାନସିକତାର ପରିଚୟ। ଆକ୍ରମଣକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଆଟ୍ରୋସିଟି ଆକ୍ଟ ଲଗାଇ ଦଣ୍ଡିତ କରାନ୍ତୁ। ମୁଁ ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିବା ସତ୍ତ୍ୱେ ମୋ ଗସ୍ତ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମିଳୁନାହିଁ। ଏ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରାଇବି।”

ସେହିପରି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଏପରି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି- “ପ୍ରତିବାଦ ନାଁରେ କାହା ଉପରକୁ କିଛି ମାଡ଼ କରିବା ଆଦୌ ଠିକ୍ ନୁହେଁ। ସେ ଢେଲା ହେଉ ବା ଅଣ୍ଡା, ଅଥବା ଜୋତା। ପ୍ରତିବାଦ କରିବାକୁ ବହୁ ଗ୍ରହଣୀୟ ମାଧ୍ୟମ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story