‘ଘର ଭିତରେ ସହମତି ହୋଇପାରିଲାନି ବୋଲି କୋର୍ଟକୁ ଯାଇଛୁ’

କଟକ (ଓଡ଼ିଶା ରିପୋର୍ଟର): “ଜଣେ ମହିଳା ହିସାବରେ ମୁଁ ବର୍ଷାଙ୍କୁ ବହୁତ ସମ୍ମାନ କରେ। ଆଉ ଆମ ସଂପର୍କକୁ ସମ୍ମାନ କରେ। ଯାହା ବି ହୋଇଛି ଆମ ଭିତରେ ହୋଇଛି। ଆମ ଘରର କଥା ଘର ଭିତରେ ସହମତି ହୋଇପାରିଲାନି ବୋଲି କୋର୍ଟକୁ ଯାଇଛୁ। କୋର୍ଟ ଉପରେ ଭରସା ଅଛି। ଯାହା ନିଷ୍ପତ୍ତି ନେବେ ସମ୍ମାନ ଦେବୁ। ଦୁଇ ଦିନର ନୀରବତା ପରେ ଆଜି ପ୍ରଥମ ଥର ପାଇଁ ଅଭିନେତାରୁ ରାଜନେତା ବନିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ […]

varsa

varsa

Manoranjan Sial
  • Published: Monday, 07 September 2020
  • Updated: 07 September 2020, 05:54 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): “ଜଣେ ମହିଳା ହିସାବରେ ମୁଁ ବର୍ଷାଙ୍କୁ ବହୁତ ସମ୍ମାନ କରେ। ଆଉ ଆମ ସଂପର୍କକୁ ସମ୍ମାନ କରେ। ଯାହା ବି ହୋଇଛି ଆମ ଭିତରେ ହୋଇଛି। ଆମ ଘରର କଥା ଘର ଭିତରେ ସହମତି ହୋଇପାରିଲାନି ବୋଲି କୋର୍ଟକୁ ଯାଇଛୁ। କୋର୍ଟ ଉପରେ ଭରସା ଅଛି। ଯାହା ନିଷ୍ପତ୍ତି ନେବେ ସମ୍ମାନ ଦେବୁ। ଦୁଇ ଦିନର ନୀରବତା ପରେ ଆଜି ପ୍ରଥମ ଥର ପାଇଁ ଅଭିନେତାରୁ ରାଜନେତା ବନିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମୁହଁ ଖୋଲିଛନ୍ତି।

ସେ କହିଛନ୍ତି-“ଏବେ ବି ବର୍ଷା ଆମ ଘରେ ଅଛନ୍ତି। ମୁଁ ଏବେ ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଭାରି ବ୍ୟସ୍ତ। ତାଙ୍କର ଡାଇଲିସିସ୍‌ ଚାଲିଛି। ଘରେ ଥାଇ ଯିଏ ଘରୋଇ ହିଂସା କଥା କହିବେ, କୋର୍ଟ ନିଷ୍ପତ୍ତି ନେବେ। ସମସ୍ତେ ଜାଣନ୍ତି ସତ କଣ ମିଛ କଣ। ତେବେ ଏହା ରାଜନୈତିକ ନୁହେଁ, ବ୍ୟକ୍ତିଗତ ପ୍ରସଙ୍ଗ।”

ସୂଚନାରୁ ପ୍ରକାଶ, ସାଂସଦ ସ୍ୱାମୀ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସାଂଘାତିକ ଅଭିଯୋଗ ଆଣି କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଆଶ୍ରୟ ନେଇଥିଲେ। ସେହିପରି ଅନୁଭବ ମଧ୍ୟ ପତ୍ନୀଙ୍କଠାରୁ ଛାଡ଼ପତ୍ର ପାଇଁ ଦିଲ୍ଲୀ ପଟିଆଲା କୋର୍ଟ ପିଟିସନ୍‌ ଦାଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story