କେନ୍ଦୁଝର: ୧୦ ଫୁଟ୍‌ ଲମ୍ୱର ଅଜଗର ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ପୁରୁଣା ସହର ରାଜ ଉଆସ ଦୁଆର ସାହି ଭିତରେ ଏକ ୧୦ ଫୁଟ୍‌ ଲମ୍ୱର ଅଜଗର ପଶୁ ଥିଲା। ସ୍ଥାନୀୟ ଲୋକେ ସାପଟିକୁ ଦେଖି ସାପ ଧରାଳୀ ସୁଦର୍ଶନ ସ୍ୱାଇଁଙ୍କୁ ଖବର ଦେଇଥିଲେ। ସେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। କେନ୍ଦୁଝରରେ ଜଙ୍ଗଲ ନଷ୍ଟ ହେବାରେ ଲାଗୁଛି। ସେଥିପାଇଁ ବନ୍ୟ ଯନ୍ତୁମାନେ ଖାଦ୍ୟ ପାଇଁ ଗ୍ରାମାଭିମୁଖୀ ହେଉଛନ୍ତି ବନ ବିଭାଗ କରୁଛି।

kendujhara-snake

Rakesh Mallick
  • Published: Friday, 25 November 2016
  • , Updated: 25 November 2016, 05:09 PM IST

କେନ୍ଦୁଝର: କେନ୍ଦୁଝର ପୁରୁଣା ସହର ରାଜ ଉଆସ ଦୁଆର ସାହି ଭିତରେ ଏକ ୧୦ ଫୁଟ୍‌ ଲମ୍ୱର ଅଜଗର ପଶୁ ଥିଲା। ସ୍ଥାନୀୟ ଲୋକେ ସାପଟିକୁ ଦେଖି ସାପ ଧରାଳୀ ସୁଦର୍ଶନ ସ୍ୱାଇଁଙ୍କୁ ଖବର ଦେଇଥିଲେ। ସେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ।

କେନ୍ଦୁଝରରେ ଜଙ୍ଗଲ ନଷ୍ଟ ହେବାରେ ଲାଗୁଛି। ସେଥିପାଇଁ ବନ୍ୟ ଯନ୍ତୁମାନେ ଖାଦ୍ୟ ପାଇଁ ଗ୍ରାମାଭିମୁଖୀ ହେଉଛନ୍ତି ବନ ବିଭାଗ କରୁଛି।

Related story