କେନ୍ଦୁଝରରେ ଗୁଣିଗାରେଡି ସନ୍ଦେହରେ ୬ ଜଣଙ୍କୁ ହତ୍ୟା: ଡିଜି କହିଲେ କ୍ରାଇମବ୍ରାଞ୍ଚ୍ କରିବ ତଦନ୍ତର ତଦାରଖ

ଭୁବନେଶ୍ୱର: କେନ୍ଦୁଝରରେ ସୋମବାର ଗୁଣିଗାରେଡି ସନ୍ଦେହରେ ୬ ଜଣଙ୍କୁ ହତ୍ୟା କରାଯିବା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ୍ କରିବ ବୋଲି କହିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ। ସେ କହିଛନ୍ତି ଯେ ଏହି ଘଟଣା ରେଡ୍ ଫ୍ଲାଗ କାଟେଗୋରୀରେ ଯାଉଛି। ଏହାର ତଦନ୍ତ ଏସପିଙ୍କ ତତ୍ୱାବଧାନରେ ଜଣେ ଡିଏସପି କରିବେ। କ୍ରାଇମବ୍ରାଞ୍ଚ ଏଡିଜି ଏହି ତଦନ୍ତର ତଦାରଖ କରିବେ। ଗୁଣିଗାରେଡି ସନ୍ଦେହରେ ଆଜି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ପାହାଡ଼ ମୁଣ୍ଡା ସାହିରେ ଗୋଟିଏ ପରିବରର […]

sanjibmarik

sanjibmarik

Rakesh Mallick
  • Published: Monday, 13 July 2015
  • Updated: 13 July 2015, 10:52 AM IST

Sports

Latest News

ଭୁବନେଶ୍ୱର: କେନ୍ଦୁଝରରେ ସୋମବାର ଗୁଣିଗାରେଡି ସନ୍ଦେହରେ ୬ ଜଣଙ୍କୁ ହତ୍ୟା କରାଯିବା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ୍ କରିବ ବୋଲି କହିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ। ସେ କହିଛନ୍ତି ଯେ ଏହି ଘଟଣା ରେଡ୍ ଫ୍ଲାଗ କାଟେଗୋରୀରେ ଯାଉଛି। ଏହାର ତଦନ୍ତ ଏସପିଙ୍କ ତତ୍ୱାବଧାନରେ ଜଣେ ଡିଏସପି କରିବେ। କ୍ରାଇମବ୍ରାଞ୍ଚ ଏଡିଜି ଏହି ତଦନ୍ତର ତଦାରଖ କରିବେ।

ଗୁଣିଗାରେଡି ସନ୍ଦେହରେ ଆଜି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ପାହାଡ଼ ମୁଣ୍ଡା ସାହିରେ ଗୋଟିଏ ପରିବରର ୬ ଜଣଙ୍କୁ ହତ୍ୟା କରାଯାଇଛି। ଏହି ପରିବାରର ଆଉ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଂଘବଦ୍ଧ ଭାବେ ଏହି ପରିବାର ଉପରେ ଆକ୍ରମଣ କରାଯାଇଥିଲା। ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହତ୍ୟା କରାଯାଇଥିଲା। ଏ ଘଟଣାରେ ପୋଲିସ୍ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story