ନାବାଳିକା ଗଣ ବଳାତ୍କାର ଘଟଣାରେ ୩ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ବରାଳ ନାୟକ, କେଦାର ନାୟକ ଓ ଜଣେ ନାବାଳକଙ୍କୁ ଗିରଫ କରିଛି। ଗତକାଲି ନାବାଳିକା ଜଣକ ବାଦିପାଲା ଦେଖିବାକୁ ଯାଇଥିଲେ। ପାଲା ଦେଖିସାରି ବିଳମ୍ୱିତ ରାତିରେ ସାଙ୍ଗମାନଙ୍କ ସହିତ ଘରକୁ ଫେରୁଥିଲେ। ଗାଁରୁ କିଛି ଦୂରରେ ୩ ଜଣ ଯୁବକ ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଜଣକ […]

keonjher rape

keonjher rape

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 10:58 PM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ବରାଳ ନାୟକ, କେଦାର ନାୟକ ଓ ଜଣେ ନାବାଳକଙ୍କୁ ଗିରଫ କରିଛି।

ଗତକାଲି ନାବାଳିକା ଜଣକ ବାଦିପାଲା ଦେଖିବାକୁ ଯାଇଥିଲେ। ପାଲା ଦେଖିସାରି ବିଳମ୍ୱିତ ରାତିରେ ସାଙ୍ଗମାନଙ୍କ ସହିତ ଘରକୁ ଫେରୁଥିଲେ। ଗାଁରୁ କିଛି ଦୂରରେ ୩ ଜଣ ଯୁବକ ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଜଣକ ପରେ ଜଣେ ବଳାତ୍କାର କରିଥିଲେ। ପରେ ପୀଡିତାକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣକ କୌଶଳ କ୍ରମେ ସେମାନଙ୍କ କବଳରୁ ମୁକୁଳି ଘରେ ପହଞ୍ଚି ଥିଲେ।

ଆଜି ଏନେଇ ପୀଡିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଆଜି ପୀଡିତା ଓ ୩ ଅଭିଯୁକ୍ତଙ୍କ  ଡାକ୍ତରୀମାଇନା କରାଯାଇଛି।

ଡିଏସ୍‌ପି ହରିଶ୍ଚନ୍ଦ୍ର ପାଣ୍ଡେ କହିଛନ୍ତି,“ଅଭିଯୋଗ ହେବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶ ପୋଲିସ ମାମଲା ରୁଜୁ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଛି। ଏବେ ଘଟଣାର ତଦନ୍ତ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story