ଆମେ କଥା ଦେଉଛୁ, ବୟସ ହୋଇଗଲେ ବାହାକରାଇବୁ

କେନ୍ଦୁଝର (ପ୍ରଣୟ କୁମାର ପାଣି): ପୁଅକୁ ୧୮, ଝିଅକୁ ୧୪। ଉଭୟ ପରିବାର ଜାଣିଥିଲେ ସେମାନଙ୍କ ପୁଅ-ଝିଅ ନାବାଳକ ଓ ନାବାଳିକା। ଏହା ସତ୍ତ୍ୱେ ତାରିଣୀ ମନ୍ଦିରରେ କରାଉଥିଲେ ବାଲ୍ୟ ବିବାହ। ହାତ ଗଣ୍ଠି ପଡ଼ିବା ପୂର୍ବରୁ ବେଦୀରେ ପହଞ୍ଚିଲା ପୁଲିସ। ଆଉ ପୁଲିସ ଦେଖି ଅତିଥି ଓ ପୂଜକ ଚମ୍ପଟ ମାରିଥିଲେ। ପୁଲସ ଦୁଇ ପରିବାରର ମୁଖିଆଙ୍କୁ ଧରି ବାଲ୍ୟ ବିବାହ ବନ୍ଦ କରାଇଥିଲା। ଆଉ ଦୁଇ ପରିବାର ପ୍ରତିଶ୍ରୁତି ଦେଇଥିଲେ- ଆମେ କଥା ଦେଉଛୁ, […]

marriage

marriage

Manoranjan Sial
  • Published: Monday, 01 February 2021
  • Updated: 01 February 2021, 05:00 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): ପୁଅକୁ ୧୮, ଝିଅକୁ ୧୪। ଉଭୟ ପରିବାର ଜାଣିଥିଲେ ସେମାନଙ୍କ ପୁଅ-ଝିଅ ନାବାଳକ ଓ ନାବାଳିକା। ଏହା ସତ୍ତ୍ୱେ ତାରିଣୀ ମନ୍ଦିରରେ କରାଉଥିଲେ ବାଲ୍ୟ ବିବାହ। ହାତ ଗଣ୍ଠି ପଡ଼ିବା ପୂର୍ବରୁ ବେଦୀରେ ପହଞ୍ଚିଲା ପୁଲିସ। ଆଉ ପୁଲିସ ଦେଖି ଅତିଥି ଓ ପୂଜକ ଚମ୍ପଟ ମାରିଥିଲେ। ପୁଲସ ଦୁଇ ପରିବାରର ମୁଖିଆଙ୍କୁ ଧରି ବାଲ୍ୟ ବିବାହ ବନ୍ଦ କରାଇଥିଲା। ଆଉ ଦୁଇ ପରିବାର ପ୍ରତିଶ୍ରୁତି ଦେଇଥିଲେ- ଆମେ କଥା ଦେଉଛୁ, ବୟସ ହୋଇଗଲେ ପୁଅ-ଝିଅଙ୍କୁ ବାହା କରାଯାଇଛୁ। ଗତକାଲି ଏହି ଘଟଣା କେନ୍ଦୁଝର ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ରବିବାର ଅପରାହ୍ନରେ ଯୋଡା ପୌରପାଳିକା ଅନ୍ତର୍ଗତ ୬ନଂ ୱାର୍ଡର ବାଚ୍ୟୁ ହାଟିଂ ନିକଟସ୍ଥ ତାରିଣୀ ମନ୍ଦିରରେ ଏକ ବାଲ୍ୟ ଚାଲିଥିଲା। ବାହାଘର ସମ୍ପର୍କରେ ଚମ୍ପୁଆ ଚାଇଲ୍‌ଡ ଲାଇନର ଟିମ୍‌ ସଦସ୍ୟ ହିମାଦ୍ରୀ ନାଏକଙ୍କ ପାଖକୁ ୧୦୯୮ ଟୋଲ୍‌ ଫ୍ରୀ ନମ୍ବରରେ ଏକ ଫୋନ୍‌ କଲ ଆସିଥିଲା। ସେହି କଲ୍‌ ଆଧାରରେ ଶିଶୁ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ମହାନ୍ତ ଓ ଯୋଡା ପୁଲିସ ତାରିଣୀ ମନ୍ଦିରରେ ପହଞ୍ଚିଥିଲେ। ସେତେବେଳକୁ ମନ୍ଦିରରେ ପ୍ରଥମ ବରଣୀ ସରି ହାତ ଗଣ୍ଠି ପଡ଼ିବାକୁ ଯାଉଥିଲା। ବେଦୀରେ ପୁଲିସକୁ ଦେଖି ପୂଜକ ମନ୍ଦିର ଛାଡି ଚମ୍ପଟ ମାରିଥିଲେ। ବର ମଧ୍ୟ ବେଦୀ ଛାଡ଼ି ପଳାଇ ଯାଇଥିଲା।

ପୁଲସ ବିବାହ ବନ୍ଦ ରଖିବା ପାଇଁ ଝିଅର ବାପା ଓ ମା’ଙ୍କଠାରୁ ଏକ ଲିଖିତ ଚୁକ୍ତିନାମା କରାଯାଇଥିଲା। ଝିଅର ବୟସ ୧୮ ଓ ପୁଅର ବୟସ ୨୧ ବର୍ଷ ପୂରିବା ପୂର୍ବରୁ ଝିଅ-ପୁଅଙ୍କ ବିବାହ କରାଇବେନି ବୋଲି ପୁଲିସକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ପୁଲିସ ବରର ବାପା ଓ କନ୍ୟାର ବାପାଙ୍କୁ ଉଭୟ ବର-କନ୍ୟାଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏଠାରେ ସୂଚନା ଯୋଗ୍ୟ ଖଣି ଅଞ୍ଚଳରେ ଶିକ୍ଷା ଓ ସଚେତନତା ଅଭାବ କାରଣରୁ ଏବେବି କେତେକ କ୍ଷେତ୍ରରେ ବାଲ୍ୟ ବିବାହ ଭଳି ପ୍ରଥା ବଳବତ୍ତର ରହିଛି। ପାଠ ପଢ଼ିବା ବୟସର ପିଲାମାନଙ୍କୁ ବାହା କରାଯାଇ ଘର ସଂସାର ଜାଲରେ ଫସାଇ ଦିଆଯାଉଛି। ସେପଟେ ବାଲ୍ୟ ବିବାହ ରୋକି ପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ସଚେତନତା କରାଯାଉଥିବା ସତ୍ତ୍ୱେ ଏହି କଳଙ୍କିତ ପ୍ରଥାକୁ ରୋକା ଯାଇପାରୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story