୨ ପୋଲିଂ ଅଧିକାରୀ‌ଙ୍କୁ ନିଲମ୍ବନ କରିବାକୁ ସୁପାରିସ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀର ୧୭୧ ନମ୍ବର ବୁଥ୍‌ର ଦୁଇ ଜଣ ପୋଲିଂ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ସେମାନେ ହେଲେ ପ୍ରିଜାଇଡିଂ ଅଫିସର୍‌ ସୁରେଶ ଚନ୍ଦ୍ର ନାଏକ ଓ ପଞ୍ଚମ ପୋଲିଂ ଅଧିକାରୀ ଯୁଧିଷ୍ଠିର ପଣ୍ଡା। ସେମାନଙ୍କୁ ନିଲମ୍ବନ କରିବାକୁ ସଂପୃକ୍ତ ବିଭାଗୀୟ ଉଚ୍ଚଅଧିକାରୀଙ୍କୁ ସୁପାରିସ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସୁପାରିସ୍ କରିଛନ୍ତି। ଏହା ସହିତ ସେକ୍ଟର ଅଫିସର୍ ଆରତି ସିଂଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି […]

keonjhar

keonjhar

Jyoshna Pradhan
  • Published: Sunday, 28 April 2019
  • Updated: 28 April 2019, 09:19 AM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀର ୧୭୧ ନମ୍ବର ବୁଥ୍‌ର ଦୁଇ ଜଣ ପୋଲିଂ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ସେମାନେ ହେଲେ ପ୍ରିଜାଇଡିଂ ଅଫିସର୍‌ ସୁରେଶ ଚନ୍ଦ୍ର ନାଏକ ଓ ପଞ୍ଚମ ପୋଲିଂ ଅଧିକାରୀ ଯୁଧିଷ୍ଠିର ପଣ୍ଡା। ସେମାନଙ୍କୁ ନିଲମ୍ବନ କରିବାକୁ ସଂପୃକ୍ତ ବିଭାଗୀୟ ଉଚ୍ଚଅଧିକାରୀଙ୍କୁ ସୁପାରିସ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସୁପାରିସ୍ କରିଛନ୍ତି। ଏହା ସହିତ ସେକ୍ଟର ଅଫିସର୍ ଆରତି ସିଂଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଗତ ୨୩ ତାରିଖରେ କେନ୍ଦୁଝରରେ ମତଦାନ ହୋଇଥିଲା। ଏହି ଦୁଇ କର୍ମଚାରୀଙ୍କର ନୂଆଗାଁ ସ୍ଥିତ ୟୁଜିଏମ୍ଇ ସ୍କୁଲରେ ହୋଇଥିବା ୧୭୧ ନମ୍ବର ବୁଥ୍‌ରେ ଡ୍ୟୁଟି ପଡ଼ିଥିଲା। ସେଠାରେ ଦୁହେଁ ଜଣେ ଭୋଟରଙ୍କୁ ପ୍ରଭାବିତ କରିଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭିଡିଓଟିକୁ ଯାଞ୍ଚ କରିବା ପରେ ଜିଲ୍ଲାପାଳ ସେମାନଙ୍କୁ ନିଲମ୍ବନ କରିବାକୁ ସୁପାରିସ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story