ଓମପ୍ରକାଶଙ୍କୁ ଭରଷା ଲଣ୍ଠନ ଆଲୁଅ

ତେଲକୋଇ(ଚିନ୍ମୟ ସାହୁ): ରାତି ୧୦ ହେଲେ କଟୁଛି ବିଜୁଳି । ଏଭଳି ସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ।  ଏହି ଅଞ୍ଚଳରେ ହାତୀଙ୍କ ଚଳ ପ୍ରଚଳ ଥିବାରୁ ବିଦ୍ୟୁତ୍‌ ବିଭାଗ ନେଉଛି ଏଭଳି ପଦକ୍ଷେପ । ସେପଟେ ତେଲକୋଇ ବନାଞ୍ଚଳର ଅନେକ ସ୍ଥାନରେ ତାର ଝୁଲି ରହିଥିବା ବେଳେ ସେଗୁଡ଼ିକର ମରାମତି ହୋଇନି । ମରାମତି ସରିଲେ ବିଦ୍ୟୁତ୍‌ ସରବରାହ ସ୍ୱାଭାବିକ ହେବ ବୋଲି କହିଛି ବିଦ୍ୟୁତ୍‌ ବିଭାଗ। ସେପଟେ ରାତିରେ କରେଣ୍ଟ ନ […]

bnm

bnm

Tapas Behera
  • Published: Sunday, 04 April 2021
  • Updated: 04 April 2021, 06:23 PM IST

ତେଲକୋଇ(ଚିନ୍ମୟ ସାହୁ): ରାତି ୧୦ ହେଲେ କଟୁଛି ବିଜୁଳି । ଏଭଳି ସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ।  ଏହି ଅଞ୍ଚଳରେ ହାତୀଙ୍କ ଚଳ ପ୍ରଚଳ ଥିବାରୁ ବିଦ୍ୟୁତ୍‌ ବିଭାଗ ନେଉଛି ଏଭଳି ପଦକ୍ଷେପ । ସେପଟେ ତେଲକୋଇ ବନାଞ୍ଚଳର ଅନେକ ସ୍ଥାନରେ ତାର ଝୁଲି ରହିଥିବା ବେଳେ ସେଗୁଡ଼ିକର ମରାମତି ହୋଇନି । ମରାମତି ସରିଲେ ବିଦ୍ୟୁତ୍‌ ସରବରାହ ସ୍ୱାଭାବିକ ହେବ ବୋଲି କହିଛି ବିଦ୍ୟୁତ୍‌ ବିଭାଗ। ସେପଟେ ରାତିରେ କରେଣ୍ଟ ନ ରହିବାରୁ ଛାତ୍ରଛାତ୍ରୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି।

ତେଲକୋଇ ଅଞ୍ଚଳର ଆଦର୍ଶ ବିଦ୍ୟାଳୟର ଛାତ୍ର ଓମପ୍ରକାଶ ବିଶ୍ୱାଳ।  ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା। ହେଲେ ଲଣ୍ଠନ ଆଲୁଅରେ ଚାଲିଛି ପାଠପଢ଼ା। ୧୦୦ ଦିନ ମଧ୍ୟରେ କୋର୍ସ ସରିନି । ତଥାପି ସମୟ ନଷ୍ଟ ନକରି କୋର୍ସ ସାରିବା ଲାଗି ଚେଷ୍ଟା ଚଲାଇଛନ୍ତି । ରାତି ୧୦ ଟା ହେଲେ ତେଲକୋଇ ଅଞ୍ଚଳରେ ପାୱାରକଟ୍ ହେଉଛି। ପୁଣି ସକାଳ ସମୟରେ ଆସୁଛି ବିଦ୍ୟୁତ୍‌ । ଏହି ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଥିବାରୁ ବିଦ୍ୟୁତ୍‌ ବିଭାଗ ଲାଇନ କାଟୁଥିବା କହିଛି ବିଦ୍ୟୁତ ବିଭାଗ। ବିଭ୍ରାଟ ପାଇଁ ଛାତ୍ର ଛାତ୍ରୀ ଅସୁବିଧା ଭୋଗ କରୁଛନ୍ତି । ସେପଟେ ବିଜୁଳି ସବୁ ସମୟରେ ରହିଲେ ପିଲାଙ୍କ ଲାଗି ଭଲ ବାତାବରଣ ସୃଷ୍ଟି  ହେବ ବୋଲି ଶିକ୍ଷାବିତ୍ ମତ ରଖିଛନ୍ତି।

ତେଲକୋଇ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁଁ ଯେ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି ତାହା ନୁହେଁ, ସାଧାକଣ ଲୋକଙ୍କ ସହ କ୍ଷୁଦ୍ର ବ୍ୟବସାୟୀ ବି ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । ପଡୋଶୀ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ରେ ହାତୀ ରହିଛି। ହେଲେ ସେଠାରେ କିନ୍ତୁ ବିଦ୍ୟୁତ୍‌ କାଟ ହେଉନି । ଖରା ଦିନ ଆସିଲାଣି। ଯଦି ଏହି ସମୟରେ ସମସ୍ୟାର ସମାଧାନ ନହୁଏ ତେବେ ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତବନୀ ଦେଇଛନ୍ତି।  ସେପଟେ ବନ ବିଭାଗସହ କଥା ହେବା ପରେ ଯେଉଁ ସ୍ଥାନରେ ତାର ଝୁଲି ରହିଛି ତାହାକୁ ଉଠାଗଲେ ସମସ୍ୟାର ସମାଧାନ ହେବ ବୋଲି ବିଦ୍ୟୁତ୍‌ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story