ଇଡିକୁ ଭୂଆଁ ବୁଲାଉଛି ଖଗେଶ୍ୱର, ସମ୍ପତ୍ତିର ସୂତ୍ର ନେଇ ଫିଟାଉନି ପାଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଡି ପାଇଁ ମୁଣ୍ଡବିନ୍ଧା ପାଲଟିଲାଣି ବ୍ଲାକମେଲ୍‌ କୁଇନ ଅର୍ଚ୍ଚନା ନାଗର ସହଯୋଗୀ  ଖଗେଶ୍ୱର ପାତ୍ର। ପ୍ରାୟ ୯ ଦିନ ହେବ ଖଗେଶ୍ୱରଙ୍କୁ ଇଡି ଉଠାଇ ନେଇଥିବା ବେଳେ ଏ ଯାଏ କିନ୍ତୁ ତାଙ୍କ ନିକଟରୁ ସତ ବାହାର କରିପାରୁନି। ଇଡିକୁ ଭୂଆଁ ବୁଲାଉଛନ୍ତି ଖଗେଶ୍ୱର। ଖଗେଶ୍ୱରଙ୍କ ଜରିଆରେ ଅର୍ଚ୍ଚନାଙ୍କ କଳା କାରନାମାର ଖାତା ଖୋଲିବା ଇଡି ପାଇଁ ଏତେ ସହଜ ମନେ ହେଉନାହିଁ। କାରଣ କିପରି ଜଣେ ସାଧାରଣ ବେପାରୀରୁ କୋଟିପତି ପାଲଟିଲେ, କେଉଁଠୁ […]

Khagaswar-Patra

Khagaswar-Patra

Niharika Rout
  • Published: Saturday, 19 November 2022
  • Updated: 19 November 2022, 10:54 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଡି ପାଇଁ ମୁଣ୍ଡବିନ୍ଧା ପାଲଟିଲାଣି ବ୍ଲାକମେଲ୍‌ କୁଇନ ଅର୍ଚ୍ଚନା ନାଗର ସହଯୋଗୀ  ଖଗେଶ୍ୱର ପାତ୍ର। ପ୍ରାୟ ୯ ଦିନ ହେବ ଖଗେଶ୍ୱରଙ୍କୁ ଇଡି ଉଠାଇ ନେଇଥିବା ବେଳେ ଏ ଯାଏ କିନ୍ତୁ ତାଙ୍କ ନିକଟରୁ ସତ ବାହାର କରିପାରୁନି। ଇଡିକୁ ଭୂଆଁ ବୁଲାଉଛନ୍ତି ଖଗେଶ୍ୱର।

ଖଗେଶ୍ୱରଙ୍କ ଜରିଆରେ ଅର୍ଚ୍ଚନାଙ୍କ କଳା କାରନାମାର ଖାତା ଖୋଲିବା ଇଡି ପାଇଁ ଏତେ ସହଜ ମନେ ହେଉନାହିଁ। କାରଣ କିପରି ଜଣେ ସାଧାରଣ ବେପାରୀରୁ କୋଟିପତି ପାଲଟିଲେ, କେଉଁଠୁ ଏତେ ସମ୍ପତ୍ତି ଆଣିଲେ ଓ କିପରି ଠୁଳ କଲେ ସେ ନେଇ ପାଟି ଫିଟାଉନି ଖଗେଶ୍ୱର। ତେଣୁ ଖଗେଶ୍ୱରର ପ୍ରଥମ ଥର ରିମାଣ୍ଡ ଅବଧି ସରି ଆସୁଥିବା ବେଳେ ତାକୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ ଇଡି ଯୋଜନା କରୁଥିବା ଜଣାଯାଇଛି।

ଖଣ୍ଡଗିରି ଥାନାରେ ଶ୍ରଦ୍ଧା ନାମ୍ନୀ ଯୁବତୀ କରିଥିବା ଲିଖିତ ଅଭିଯୋଗରେ ଅର୍ଚ୍ଚନା, ଜଗବନ୍ଧୁଙ୍କ ସମେତ ଖଗେଶ୍ୱର ତାଙ୍କୁ ଶୋଷଣ କରିବା ସହ ବ୍ଲାକେମେଲ୍‌ କରି କୋଟି କୋଟି ଟଙ୍କା ରୋଜଗାର କରିଥିବା ଦର୍ଶାଇଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ୍‌  ଅର୍ଚ୍ଚନା, ଜଗବନ୍ଧୁଙ୍କୁ ବାନ୍ଧି ଝାରପଡ଼ା ଜେଲ୍‌ ପଠାଇଦେଇଥିବା ବେଳେ ଖଗେଶ୍ୱରଙ୍କୁ ବାନ୍ଧିଥିଲା ଇଡି।

ଏହା ପୂର୍ବରୁ ଖଗେଶ୍ୱରଙ୍କ ଭିଙ୍ଗାରପୁର କୁରାଙ୍ଗ ଶାସନସ୍ଥିତ ଘର, ଭୁବନେଶ୍ୱର ହଂସପାଳ ଓ ରସୁଲଗଡ଼ ସ୍ଥିତ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ସୋ ରୁମ୍‌ରେ ରେଡ୍ କରିଥିଲା ଇଡି। ହେଲେ ପଚରାଉଚରା ବେଳେ କିଛି ସତ କହୁନି ଖଗେଶ୍ୱର। ଏପରିକି କିପରି ଆଖି ଖୋସିଦେବା ପରି ରାଜଉଆସ, ଦାମିକିଆ ଗାଡ଼ି ତଥା କାର୍‌ ସୋ’ରୁମ୍‌ କରିଛି ସେ ନେଇ ପାଟି ଫିଟାଉନି।

ତେଣୁ ତାକୁ ପୁଣି ଥରେ ରିମାଣ୍ଡରେ ଆଣି ହନି ଟ୍ରାପ, ବ୍ଲାକ ମେଲ୍‌ରୁ ଅର୍ଜିଥିବା ସଂପତ୍ତି ସଂପର୍କରେ ଇଡି ପଚରା ଉଚରା କରିବ ବୋଲି ଜଣାପଡ଼ିଛି। ସବୁ ସଂପତ୍ତି ଠାବ କରିବା ପରେ ସେସବୁକୁ ଆଟାଚ୍ କରାଯାଇପାରେ ବୋଲି ଜଣାଯାଇଛି।

ବ୍ଲାକେମେଲ କୁଇନ ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ତଥା ସହଯୋଗୀ ଖଗେଶ୍ୱର ହାତାହାତି କ୍ୟାସ୍ କାରବାର କରିବାକୁ ପସନ୍ଦ କରୁଥିବା ଜଣାଯାଇଛି। ଅର୍ଚ୍ଚନା କିଣିଥିବା ଦାମୀ କାର୍‌ର ସୋ’ ରୁମ୍‌ ମାଲିକଙ୍କ ଅନୁଯାୟୀ ଉକ୍ତ କାର୍‌ ପାଇଁ ନଗଦ ଟଙ୍କା ଦିଆଯାଇଥିଲା। ବିଭିନ୍ନ ଟ୍ରାଞ୍ଜାକସନ ସମୟରେ ଅର୍ଚ୍ଚନା ଓ ଖଗେଶ୍ୱର ନଗଦ ଟଙ୍କାରେ କାରବାର କରୁଥିବା ତଦନ୍ତରୁ ଜଣାଯାଇଛି। ଏହାସତ୍ତ୍ୱେ ୫ ବର୍ଷ ମଧ୍ୟରେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ଆକାଉଣ୍ଟରୁ ଦେଢ଼ କୋଟି ଟଙ୍କା ଟ୍ରାନଞ୍ଜାକସନ୍‌ ହୋଇଛି। ଏହାବାଦ ଆହୁରି ବହୁ ଟଙ୍କା ନଗଦ କାରବାରରେ ଲାଗିଥିବା ଜଣାଯାଇଛି। ଏସବୁ ପଛରେ ବହୁ ବହୁ ପ୍ରଭାବଶାଳୀ ନେତା, ମନ୍ତ୍ରୀ ଓ ସରକାରୀ ବାବୁଙ୍କ ଲିଙ୍କ୍ ରହିଥିବା ଅନୁମାନ କରାଯାଉଛି।

ଖଗେଶ୍ୱର ପାତ୍ର ଭୁବନେଶ୍ୱର ରସୁଲଗଡ଼ରେ ୨୦୧୦ରୁ ୨୦୧୯ ଯାଏ ସୁପ୍ରିମ ଅଟୋମୋବାଇଲ ଶୋ’ ରୁମ୍ କରି ପୁରୁଣା ଗାଡ଼ି କାରବାର କରୁଥିଲା।  ଉକ୍ତ ସ୍ଥାନକୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ନିୟମିତ ଭାବେ ଆସୁଥିବାର ଜଣେ ବ୍ୟବସାୟୀ କହିଛନ୍ତି । ତେବେ ୨୦୧୯ ପରେ ଖଗେଶ୍ୱର ତାର ବ୍ୟବସାୟ ହଂସପାଳକୁ ଉଠାଇ ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story