ପିଆଜ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ

ମାଲକାନଗିରି(ଜିତେନ୍ଦ୍ର ବେଉରା):ନୂଆ ତରିକାରେ ହେଉଛି ଗଞ୍ଜେଇ ଚୋରାଚାଲାଣ। ତା’ପୁଣି ପିଆଜ ବୋଝେଇ ଟ୍ରକ୍‌ରେ। ମାଲକାନଗିରି ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଚୋରା ଚାଲାଣ ହେଉଥିବା ଧରାପଡ଼ିଛି। ଟ୍ରକ୍‌ରେ ପିଆଜକୁ ଉପରେ ରଖାଯିବା ସହ ଗଞ୍ଜେଇକୁ ଧଳା ବସ୍ତାରେ ଭିତରେ ରଖି ନିଆଯାଉଥିଲା। ତେବେ ମୁଦୁଲିପଡା ଥାନା ପୁଲିସ୍ ଚିତ୍ରକୋଣ୍ଡା ଅଞ୍ଚଳରୁ ଏହି ପିଆଜ ବୋଝେଇ ଟ୍ରକ୍‌କୁ ଜବତ କରିଛି। ଏଥିରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହାର ଅନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ […]

jjjjjjjjjjjjjjjjjjjjjjjjjjjjjjjjjjjj

jjjjjjjjjjjjjjjjjjjjjjjjjjjjjjjjjjjj

Tapaswini Nayak
  • Published: Saturday, 09 February 2019
  • Updated: 09 February 2019, 09:22 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା):ନୂଆ ତରିକାରେ ହେଉଛି ଗଞ୍ଜେଇ ଚୋରାଚାଲାଣ। ତା’ପୁଣି ପିଆଜ ବୋଝେଇ ଟ୍ରକ୍‌ରେ। ମାଲକାନଗିରି ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଚୋରା ଚାଲାଣ ହେଉଥିବା ଧରାପଡ଼ିଛି।

ଟ୍ରକ୍‌ରେ ପିଆଜକୁ ଉପରେ ରଖାଯିବା ସହ ଗଞ୍ଜେଇକୁ ଧଳା ବସ୍ତାରେ ଭିତରେ ରଖି ନିଆଯାଉଥିଲା। ତେବେ ମୁଦୁଲିପଡା ଥାନା ପୁଲିସ୍ ଚିତ୍ରକୋଣ୍ଡା ଅଞ୍ଚଳରୁ ଏହି ପିଆଜ ବୋଝେଇ ଟ୍ରକ୍‌କୁ ଜବତ କରିଛି। ଏଥିରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହାର ଅନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି।

ଏହି ଗଞ୍ଜେଇ ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡ଼ର ରାୟପୁରକୁ ଚାଲାଣ କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story