ମାଲକାନଗିରି(ଜିତେନ୍ଦ୍ର ବେଉରା):ନୂଆ ତରିକାରେ ହେଉଛି ଗଞ୍ଜେଇ ଚୋରାଚାଲାଣ। ତା’ପୁଣି ପିଆଜ ବୋଝେଇ ଟ୍ରକ୍ରେ। ମାଲକାନଗିରି ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଚୋରା ଚାଲାଣ ହେଉଥିବା ଧରାପଡ଼ିଛି।
ଟ୍ରକ୍ରେ ପିଆଜକୁ ଉପରେ ରଖାଯିବା ସହ ଗଞ୍ଜେଇକୁ ଧଳା ବସ୍ତାରେ ଭିତରେ ରଖି ନିଆଯାଉଥିଲା। ତେବେ ମୁଦୁଲିପଡା ଥାନା ପୁଲିସ୍ ଚିତ୍ରକୋଣ୍ଡା ଅଞ୍ଚଳରୁ ଏହି ପିଆଜ ବୋଝେଇ ଟ୍ରକ୍କୁ ଜବତ କରିଛି। ଏଥିରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହାର ଅନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି।
ଏହି ଗଞ୍ଜେଇ ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡ଼ର ରାୟପୁରକୁ ଚାଲାଣ କରାଯାଉଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଝୁମର ବିକ୍ରି ନାଁରେ ୧୯ ଲକ୍ଷ ଚୁନ ମାରିଲେ ବ୍ୟବସାୟୀ; ବଦଳାଇ ଦେଲେ ଟଙ୍କା ବାକ୍ସ
ଗତକାଲି ରାତିରେ ଅଜୟ ଓ ଶିବଶଙ୍କରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୯ ଲକ୍ଷ ଟଙ୍କା ଜବତ କରିଥିଲା।
Miscellaneous
ଜଙ୍ଗଲରେ ପାଟ୍ରୋଲିଂ କରିବ ଅଲ୍-ଟେରେନ୍ ମୋଟର ଯାନ; ଆଖି ପିଛୁଳାକେ ଲିଭାଇବ ନିଆଁ
ଘଞ୍ଚ ଜଙ୍ଗଲ ଭିତରେ ଗଡ଼ିବ ମୋଟର ଯାନ । ନିଆଁ ଲାଗିଲେ ତାହାକୁ ପ୍ରତିହତ କରିବାକୁ ତତକ୍ଷଣାତ ଏହା ନେଇ ପାରିବ ପଦକ୍ଷେପ । ଏଥିପାଇଁ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ମିଳିଛି ଅଲ୍-ଟେରେନ୍ ମୋଟର ଯାନ ବା ଏଟିଭି ଏବଂ ଅଗ୍ନି ନିରାକରଣ ସହାୟତା ୟୁନିଟ୍ ।
Crime
କାର୍ରୁ ବାହାରିଲା ୮୮ କେଜି ରୂପା ଇଟା ଓ ନଗଦ ୫ ଲକ୍ଷ ଟଙ୍କା
କାର୍ରେ ଚାଲାଣ ହେଉଥିଲା ରୂପା ଇଟା। ତା’ ସହ ନଗଦ ଟଙ୍କା ବି ଭର୍ତ୍ତି ହୋଇଥିଲା। ଜିଏସ୍ଟି ଫାଙ୍କି କାର୍ଟି ଯାଉଥିବା ବେଳେ ବାଟରେ ମାଡ଼ି ବସିଲା ପୁଲିସ୍।
Accident
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା;୨ ମୃତ, ୨ଗୁରୁତର
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Crime
ବିଚ୍ ବଜାରରେ ବୀଭତ୍ସ କାଣ୍ଡ; ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ପୂର୍ବ ଶତ୍ରୁତା ହେଲା କାଳ । ବିଚ୍ ବଜାରରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।