ଖୋର୍ଦ୍ଧା: ବସ୍‌ ଧକ୍କାରେ ବାପ-ପୁଅଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତଲୋକଙ୍କ ପୋଡ଼ାଜଳା

ଖୋର୍ଦ୍ଧା: ଗତକାଲି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ବସ୍‌ ଧକ୍କାରେ ବାପ-ପୁଅଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକମାନେ ସିକୋ ଫାଣ୍ଡିରେ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରିଛନ୍ତି। ଘଟଣା ଅଣାୟତ୍ତ ହୋଇ ପଡ଼ିବାରୁ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ଯାଇ ପୋଲିସ୍‌କୁ ଲାଠି ଚାଳନା କରିବାକୁ ପଡ଼ିଛି। ଗତକାଲି ରାତିରେ ସିକୋ ବଜାରରେ ଏକ ବସ୍ ଧକ୍କାରେ ବାଇକ୍‌ରେ ଯାଉଥିବା ବାପ-ପୁଅଙ୍କ ମୃତ୍ୟୁ ଘଟିଥିଲା।

poda

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 08:40 AM IST

ଖୋର୍ଦ୍ଧା: ଗତକାଲି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ବସ୍‌ ଧକ୍କାରେ ବାପ-ପୁଅଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକମାନେ ସିକୋ ଫାଣ୍ଡିରେ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରିଛନ୍ତି। ଘଟଣା ଅଣାୟତ୍ତ ହୋଇ ପଡ଼ିବାରୁ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ଯାଇ ପୋଲିସ୍‌କୁ ଲାଠି ଚାଳନା କରିବାକୁ ପଡ଼ିଛି।

ଗତକାଲି ରାତିରେ ସିକୋ ବଜାରରେ ଏକ ବସ୍ ଧକ୍କାରେ ବାଇକ୍‌ରେ ଯାଉଥିବା ବାପ-ପୁଅଙ୍କ ମୃତ୍ୟୁ ଘଟିଥିଲା।

Related story