ପୋଲିସ୍‌ ଭ୍ୟାନ୍‌ ଧକ୍କାରେ ବାଇକ ଆରୋହୀ ମୃତ; ଭୀମପଡ଼ାରେ ଉତ୍ତେଜନା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଭୀମପଡ଼ା ନିକଟରେ ପୋଲିସ ଭ୍ୟାନ ଜଣେ ବାଇକ୍‌ ଆରୋଇଙ୍କୁ ଧକ୍କା ଦେଇ ଏକ କାର୍‌ରେ ପିଟି ହୋଇଯାଇଥିଲା। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଏନ୍‌ଏଚ୍‌ ଅବରୋଧ କରିଥିଲେ। ଧକ୍କା ଦେଇଥିବା ପୋଲିସ୍‌ ଭ୍ୟାନ୍‌ଟି ନୟାଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି।

accident banglor

Rakesh Mallick
  • Published: Monday, 17 April 2017
  • , Updated: 17 April 2017, 09:53 AM IST

Related story