ଡେକ୍‌ଚି ପାଣିରେ ବୁଡ଼ି ଦେଢ଼ ବର୍ଷ ଶିଶୁର ମୃତ୍ୟୁ

ତେଲକୋଇ(ଚିନ୍ମୟ ସାହୁ): ଡେକ୍‌ଚି ପାଣି ବୁଡ଼ି ଦେଢ଼ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ପିଲାଟି ଖେଳୁଥିବା ବେଳେ ଡେକ୍‌ଚି ପାଣିରେ ବୁଡ଼ି ଯାଇଥିଲା। ଆଜି ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ଶଙ୍କରପୁର ଗାଁରେ ଘଟିଛି। ଆଜି ଅପରାହ୍ନରେ ଶଙ୍କରପୁର ଗାଁର ପ୍ରିୟ ରଞ୍ଜନ ମହାନ୍ତ ଓ ପୁଷ୍ପଲତା ମହାନ୍ତଙ୍କ ଦେଢ଼ ବର୍ଷର ଶିଶୁ ପୁତ୍ର ସତ୍ୟପ୍ରକାଶ ଘର ଅଗଣାରେ ଖେଳୁ ଥିଲା। ପରିବାର ଅନ୍ୟମାନେ ଟିଭି ଦେଖୁଥିଲେ। ସତ୍ୟପ୍ରକାଶ ଖେଳୁଥିବା ବେଳେ […]

Telkoi

Telkoi

Manoranjan Sial
  • Published: Saturday, 08 May 2021
  • Updated: 08 May 2021, 08:53 PM IST

Sports

Latest News

ତେଲକୋଇ(ଚିନ୍ମୟ ସାହୁ): ଡେକ୍‌ଚି ପାଣି ବୁଡ଼ି ଦେଢ଼ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ପିଲାଟି ଖେଳୁଥିବା ବେଳେ ଡେକ୍‌ଚି ପାଣିରେ ବୁଡ଼ି ଯାଇଥିଲା। ଆଜି ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ଶଙ୍କରପୁର ଗାଁରେ ଘଟିଛି।

ଆଜି ଅପରାହ୍ନରେ ଶଙ୍କରପୁର ଗାଁର ପ୍ରିୟ ରଞ୍ଜନ ମହାନ୍ତ ଓ ପୁଷ୍ପଲତା ମହାନ୍ତଙ୍କ ଦେଢ଼ ବର୍ଷର ଶିଶୁ ପୁତ୍ର ସତ୍ୟପ୍ରକାଶ ଘର ଅଗଣାରେ ଖେଳୁ ଥିଲା। ପରିବାର ଅନ୍ୟମାନେ ଟିଭି ଦେଖୁଥିଲେ। ସତ୍ୟପ୍ରକାଶ ଖେଳୁଥିବା ବେଳେ ପାଣି ଡେକ୍‌ଚି ଭିତରେ ପଶି ଯାଇଥିଲା।

କିଛି ସମୟ ପରେ ପରିବାର ଲୋକେ ପୁଅ ଖୋଜି ଥିଲେ। ମାତ୍ର ପାଇନଥିଲେ। ପରେ ଅଗଣାରେ ଥିବା ପାଣି ଡେ଼କଚିରେ ପୁଅ  ବୁଡି ଯାଇଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story