ଫେସ୍‌ବୁକ୍‌ରେ ଛକିଛନ୍ତି କିଡନୀ ମାଫିଆ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସୋସିଆଲ୍ ମିଡିଆରେ ସେଲ୍ ୟୋର କିଡନୀର ଫାଶ। କରୋନା କାଳରେ ଅଭାବୀ ଓ ଗରିବୀର ଫାଇଦା ନେବାକୁ ଫେସବୁକ୍‌ରେ ଫାଶ ପକାଇ ଛକିଛନ୍ତି କିଡ୍‌ନୀ ମାଫିଆ। ଫେସ୍‌ବୁକ୍‌ ପେଜ୍‌କୁ ହୁସିଆର। ହୁସିଆର୍ ନହେଲେ ଆପଣ ବି ଫସିପାରନ୍ତି ଏ ଚକ୍ରବ୍ୟୁହରେ। ଯେମିତି ଫସୁ ଫସୁ ଭାଗ୍ୟକୁ ବଞ୍ଚିଗଲେ କେନ୍ଦ୍ରାପଡ଼ା ରାଜକନିକାର ଯୁବକ ସୋମନାଥ ଗହଣ। ପୁରା କାହାଣୀ ଏମିତି– ଏମିତି ଭୁବନେଶ୍ୱରରେ ଗତ ଫେବ୍ରୁଆରୀ ମାସରୁ ଛୋଟିଆ ହୋଟେଲ୍‌କୁ ଭଡ଼ାରେ ନେଇ ପରିବାର ସେ […]

7bv

7bv

Tapas Behera
  • Published: Tuesday, 25 August 2020
  • Updated: 25 August 2020, 08:34 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସୋସିଆଲ୍ ମିଡିଆରେ ସେଲ୍ ୟୋର କିଡନୀର ଫାଶ। କରୋନା କାଳରେ ଅଭାବୀ ଓ ଗରିବୀର ଫାଇଦା ନେବାକୁ ଫେସବୁକ୍‌ରେ ଫାଶ ପକାଇ ଛକିଛନ୍ତି କିଡ୍‌ନୀ ମାଫିଆ। ଫେସ୍‌ବୁକ୍‌ ପେଜ୍‌କୁ ହୁସିଆର। ହୁସିଆର୍ ନହେଲେ ଆପଣ ବି ଫସିପାରନ୍ତି ଏ ଚକ୍ରବ୍ୟୁହରେ। ଯେମିତି ଫସୁ ଫସୁ ଭାଗ୍ୟକୁ ବଞ୍ଚିଗଲେ କେନ୍ଦ୍ରାପଡ଼ା ରାଜକନିକାର ଯୁବକ ସୋମନାଥ ଗହଣ।

ପୁରା କାହାଣୀ ଏମିତି-

ଏମିତି ଭୁବନେଶ୍ୱରରେ ଗତ ଫେବ୍ରୁଆରୀ ମାସରୁ ଛୋଟିଆ ହୋଟେଲ୍‌କୁ ଭଡ଼ାରେ ନେଇ ପରିବାର ସେ ଚଳାଉଥିଲେ। ହେଲେ କରୋନା ଲକ୍‌ଡାଉନ୍ ଏଇ ଛୋଟିଆ ବ୍ୟବସାୟରେ ତାଲା ଦେଇ ଦେବାରୁ ଘୋର ଆର୍ଥିକ ଦୁସ୍ଥିତିରେ ଛନ୍ଦି ହୋଇଯାଇଥିଲେ ସୋମନାଥ। ପରିବାର ଚଳାଇବା ବି ମୁସ୍କିଲ ହେଉଥିଲା ଆଉ ଏତିକି ବେଳେ ତାଙ୍କ ଫେସବୁକ୍ ପେଜ୍‌କୁ ଆସିଥିଲା ଏଇ ସ୍ପାମ୍।

କିଡ୍‌ନୀ ବିକିଲେ ୩ କୋଟିର ଲୋଭନୀୟ ଅଫର। ଅର୍ଥ ଉପାର୍ଜନର ସବୁ ରାସ୍ତା ବନ୍ଦ ହୋଇଯାଇଥିବାରୁ ସେଲ୍ ୟୋର କିଡ୍‌ନୀ ପେଜ୍‌ରେ ଥିବା ହ୍ୱାଟ୍ସଆପ୍ ଲିଙ୍କ୍‌କୁ କ୍ଲିକ୍ କରିବା ପରେ କିଡ୍ନୀ ମାଫିଆଙ୍କ ଚକ୍ରବ୍ୟୂହକୁ ଚାଲି ଯାଇଥିଲେ ସୋମନାଥ।

ଆରମ୍ଭ ହୋଇଥିଲା ଚାଟିଂ, ଡିଲ୍। ସୋମନାଥଙ୍କୁ କୁହାଯାଇଥିଲା ଦିଲ୍ଲୀ ଆସି କିଡ୍‌ନୀ ଦେବାକୁ। ହେଲେ ସୌଭାଗ୍ୟବଶତଃ ଏ ଦିଗରେ ଆଗକୁ ବଢ଼ିବା ପୂର୍ବରୁ ଅଭିନେତା ସବ୍ୟସାଚୀଙ୍କୁ ଏନେଇ ଟୁଇଟ୍ କରି ପରାମର୍ଶ ମାଗିଥିଲେ। ଭିଡିଓ କଲ୍‌ରେ କଥା ହୋଇଥିଲେ ଆଉ ସବ୍ୟସାଚୀଙ୍କ ପାଇଁ ହିଁ କିଡ୍‌ନୀ ମାଫିଆଙ୍କ କବଳରୁ ଫସୁ ଫସୁ ବର୍ତ୍ତିଗଲେ ସୋମନାଥ।

କେବଳ ସୋମନାଥ ନୁହଁନ୍ତି ତପନ କୁମାର ମାଝୀ ନାମକ ଜଣେ ଯୁବକ ବି କିଡ୍‌ନୀ ମାଫିଆଙ୍କ ମାୟା ଜାଲରେ ଫସୁ ଫସୁ ବଞ୍ଚିଯାଇଥିବା ନେଇ ଟୁଇଟ୍ କରିଛନ୍ତି ସବ୍ୟସାଚୀ। ଏଠି କିନ୍ତୁ ଗୋଟିଏ କିଡନୀର ଦାମ ଥିଲା ୩ କୋଟି ୮୦ ହଜାର। ତେବେ ସବ୍ୟସାଚୀଙ୍କ ପରାମର୍ଶରେ ସୋମନାଥ ଅନଲାଇନ୍ କିଡ୍‌ନୀ ମାଫିଆଙ୍କ କବଳରୁ ଖସି ଏନେଇ ଭୁବନନେଶ୍ୱର ଡିସିପିଙ୍କ ପାଖରେ ଅଭିଯୋଗ କରିଛନ୍ତି।

ଏଠି ପ୍ରଶ୍ନ ଉଠୁଛି ଏହା ପ୍ରକୃତରେ ଏକ ଯୋଜନାବଦ୍ଧ ଅଙ୍ଗଚାଲାଣ ରାକେଟ୍‌ର କାମ ନା, ଦୁଃସ୍ଥିତିରେ ଥିବା ଲୋକଙ୍କୁ ଟ୍ରାପ୍ କରିବାର ଯୋଜନା, ନା ୟା ପଛରେ ରହିଛି ଅଲଗା କିଛି ରହସ୍ୟ। ପୂର୍ବତନ ପୋଲିସ ଅଧିକାରୀଙ୍କ ମତରେ ପୋଲିସ୍ ପ୍ରଶାସନ। ଏହାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରିବା ସହ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story