ବାପପୁଅଙ୍କୁ ଘରୁ ଉଠାଇ ନେଲେ; କହିଲେ, ୧୦ ଲକ୍ଷ ନଦେଲେ ଡେଡ୍‌ବଡି ଆସିବ

ଚାନ୍ଦବାଲି (ବାସୁଦେବ ଦାସ): ବାପପୁଅଙ୍କୁ ଅପହରଣ କରାଯାଇଛି। ଭଦ୍ରକ ଜିଲ୍ଲା ବାଁସଡ଼ ଥାନା ଅନ୍ତର୍ଗତ ନୂଆଗାଁରୁ ଆସିଛି ଏହି ଅଭିଯୋଗ। ଯେଉଁମାନଙ୍କୁ ଅପହରଣ କରାଯାଇଛି ସେମାନେ ହେଲେ ବୀରକିଶୋର ସାମଲ ଓ ତାଙ୍କ ପୁଅ ଦୀପ୍ତିରଞ୍ଜନ ସାମଲ। ବାଲେଶ୍ୱରର ଚିଙ୍ଗୁଡ଼ି ଦାନା ବ୍ୟବସାୟୀ ସେମାନଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ୧୫ ଜଣ ଯୁବକ ୨ଟି ବୋଲେରୋରେ ଆସି ସେମାନଙ୍କୁ ଘରୁ ଉଠାଇ ନେଇଛନ୍ତି। ନଗଦ ୧୦ ଲକ୍ଷ ଟଙ୍କା ନଦେଲେ ସେମାନଙ୍କୁ ହତ୍ୟା କରିବାକୁ ଧମକ […]

jjj

jjj

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 10:57 PM IST

ଚାନ୍ଦବାଲି (ବାସୁଦେବ ଦାସ): ବାପପୁଅଙ୍କୁ ଅପହରଣ କରାଯାଇଛି। ଭଦ୍ରକ ଜିଲ୍ଲା ବାଁସଡ଼ ଥାନା ଅନ୍ତର୍ଗତ ନୂଆଗାଁରୁ ଆସିଛି ଏହି ଅଭିଯୋଗ। ଯେଉଁମାନଙ୍କୁ ଅପହରଣ କରାଯାଇଛି ସେମାନେ ହେଲେ ବୀରକିଶୋର ସାମଲ ଓ ତାଙ୍କ ପୁଅ ଦୀପ୍ତିରଞ୍ଜନ ସାମଲ। ବାଲେଶ୍ୱରର ଚିଙ୍ଗୁଡ଼ି ଦାନା ବ୍ୟବସାୟୀ ସେମାନଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ୧୫ ଜଣ ଯୁବକ ୨ଟି ବୋଲେରୋରେ ଆସି ସେମାନଙ୍କୁ ଘରୁ ଉଠାଇ ନେଇଛନ୍ତି। ନଗଦ ୧୦ ଲକ୍ଷ ଟଙ୍କା ନଦେଲେ ସେମାନଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିବା ଦୀପ୍ତିରଞ୍ଜନଙ୍କ ମାଆ ମଞ୍ଜୁଲତା ସାମଲ କହିଛନ୍ତି।

ଦୀପ୍ତିରଞ୍ଜନ ବାଲେଶ୍ୱରରୁ ଚିଙ୍ଗୁଡ଼ି ଦାନା ଆଣି ବ୍ୟବସାୟ କରୁଥିଲେ। ହେଲେ ବ୍ୟବସାୟରେ କ୍ଷତି ଯୋଗୁଁ ତାଙ୍କ ଉପରେ ପାଖାପାଖି କୋଟିଏ ଟଙ୍କାର ବକେୟା ରହିଥିଲା। ଏଥିରୁ ସେ ଅଧାରୁ ଅଧିକ ଅର୍ଥ ଶୁଝି ଦେଇଥିଲେ। ତେବେ ଆହୁରି ୩୨ ଲକ୍ଷ ବାକି ଥିଲା। ସେହି ଅର୍ଥ ପାଇଁ ସେମାନଙ୍କୁ ଅପହରଣ କରାଯାଇଥିବା ଦୀପ୍ତିରଞ୍ଜନଙ୍କ ମାଆ କହିଛନ୍ତି।

ଦୀପ୍ତିରଞ୍ଜନଙ୍କ ମାଆ ବାଁସଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଇ ଅପହୃତ୍ତଙ୍କୁ ଖୋଜିବାକୁ ପୋଲିସ୍ ୮ଟି ଟିମ୍ ଗଠନ କରିଛି। ସେମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story