କିରାତଅର୍ଜୁନ ବେଶରେ ବାବା ଧବଳେଶ୍ଵର

ଆଠଗଡ଼(ନୀଳକଣ୍ଠ ଦୋରା): ଆଜି ବଡ଼ଓଷା ଥିବାରୁ କିରାତଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ୨୫ ବର୍ଷ ପରେ ବାବା ଧବଳେଶ୍ଵରଙ୍କର ହେଉଛି ଏହି ଦୁର୍ଲ୍ଲଭ ବେଶ। ଆଜି ଭୋର ୪ଟାରୁ ପହଡ଼ ଖୋଲାଯାଇ ସମସ୍ତ ରୀତିନୀତି କରାଯାଇ ସକାଳ ଧୂପ, ମଙ୍ଗଳାଆରତୀ, ବାଳ ଭୋଗ ଓ ଖେଚୁଡି ଲାଗି କରାଯାଇଥିଲା। କୋଭିଡ୍‌ କଟକଣା ପାଇଁ ଧବଳେଶ୍ଵରଙ୍କ ମନ୍ଦିର ଓ ଆଖପାଖ ସମସ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରା ଯାଇଥିବାରୁ ମନ୍ଦିର ପରିସର ଖାଁ ଖାଁ […]

dhabaleswar.jpg1

dhabaleswar.jpg1

Manoranjan Sial
  • Published: Saturday, 28 November 2020
  • Updated: 28 November 2020, 10:28 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ଆଜି ବଡ଼ଓଷା ଥିବାରୁ କିରାତଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ୨୫ ବର୍ଷ ପରେ ବାବା ଧବଳେଶ୍ଵରଙ୍କର ହେଉଛି ଏହି ଦୁର୍ଲ୍ଲଭ ବେଶ। ଆଜି ଭୋର ୪ଟାରୁ ପହଡ଼ ଖୋଲାଯାଇ ସମସ୍ତ ରୀତିନୀତି କରାଯାଇ ସକାଳ ଧୂପ, ମଙ୍ଗଳାଆରତୀ, ବାଳ ଭୋଗ ଓ ଖେଚୁଡି ଲାଗି କରାଯାଇଥିଲା।

କୋଭିଡ୍‌ କଟକଣା ପାଇଁ ଧବଳେଶ୍ଵରଙ୍କ ମନ୍ଦିର ଓ ଆଖପାଖ ସମସ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରା ଯାଇଥିବାରୁ ମନ୍ଦିର ପରିସର ଖାଁ ଖାଁ ପରିବେଶ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story