କୋଣାର୍କ: ଅଚିହ୍ନା ବ୍ୟକ୍ତିର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କୋଣାର୍କ: କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳ ନୋଳିଆ ସାହି ନିକଟରେ ଆଜି ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ଭୋରରୁ ମ୍ୟତଦେହଟି ସମୁଦ୍ର ଢେଉରେ ଭାସି ଆସି କୂଳରେ ଲାଗିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ପୋଲିସକୁ ଜଣାଇଥିଲେ। ମୃତ ବ୍ୟକ୍ତିଙ୍କ ବୟସ ୪୦ରୁ ଅଧିକ ହେବ। ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁ କାରଣ ଜଣାପଡିନାହିଁ।

deadbody

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 03:20 PM IST

Related story