ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା ଓ ଆର୍ଥିକ ଅମିୟମିତତା; ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

କୋରାପୁଟ: କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ କୁଟ୍ରାବେଡ଼ାର ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କୋରାପୁଟ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ସେମାନେ  ହେଲେ ଅଭିନାଶ  ବିଡ଼ିକା ଓ କୁଟ୍ରାବେଡ଼ା ପିଇଓ ପୂର୍ଣ୍ଣଚନ୍ଦ୍ର ମୁଦୁଲି। ଅବିନାଶଙ୍କୁ ଆର୍ଥିକ ଅମିୟମିତତାର ଅଭିଯୋଗରେ ନିଲମ୍ବିତ କରାଯାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କୁ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।

koraput,,,

Rakesh Mallick
  • Published: Saturday, 20 May 2017
  • , Updated: 20 May 2017, 10:03 AM IST

କୋରାପୁଟ: କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ କୁଟ୍ରାବେଡ଼ାର ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କୋରାପୁଟ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ସେମାନେ  ହେଲେ ଅଭିନାଶ  ବିଡ଼ିକା ଓ କୁଟ୍ରାବେଡ଼ା ପିଇଓ ପୂର୍ଣ୍ଣଚନ୍ଦ୍ର ମୁଦୁଲି।

ଅବିନାଶଙ୍କୁ ଆର୍ଥିକ ଅମିୟମିତତାର ଅଭିଯୋଗରେ ନିଲମ୍ବିତ କରାଯାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କୁ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।

Related story