ବନ୍ଧା ହେଲେ କୋରାପୁଟ ଡିଇଓ

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା ଗିରଫ ହୋଇଛନ୍ତି। ପ୍ରମୋଦଙ୍କୁ କଟକରୁ ଗିରଫ କରିଛି କୋରାପୁଟ ପୁଲିସ୍‌ର ସ୍ପେଶାଲ ସ୍କ୍ୱାଡ୍ । ମାନସିକ ଚାପ ସହି ନ ପାରି ଜଣେ ଶିକ୍ଷକ ପ୍ରମୋଦଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ମାମଲାରେ ସେ ଗିରଫ ହୋଇଛନ୍ତି । ପୁଲିସ୍‌ ସୂଚନା ଅନୁଯାୟୀ, ଡିସେମ୍ବର ୮ରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା କରିଥିଲେ। ମାନସିକ ଚାପରୁ ସେ ଆତ୍ମହତ୍ୟା କରିଥିବା  ନେଇ ସୁଇସାଇଡାଲ୍ ନୋଟ୍ ମିଳିଥିଲା। ସୁଇସାଇଡାଲ୍ ନୋଟ୍‌ରେ […]

arrest45

arrest45

Niharika Rout
  • Published: Friday, 10 January 2020
  • Updated: 10 January 2020, 02:02 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା ଗିରଫ ହୋଇଛନ୍ତି। ପ୍ରମୋଦଙ୍କୁ କଟକରୁ ଗିରଫ କରିଛି କୋରାପୁଟ ପୁଲିସ୍‌ର ସ୍ପେଶାଲ ସ୍କ୍ୱାଡ୍ । ମାନସିକ ଚାପ ସହି ନ ପାରି ଜଣେ ଶିକ୍ଷକ ପ୍ରମୋଦଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ମାମଲାରେ ସେ ଗିରଫ ହୋଇଛନ୍ତି ।

ପୁଲିସ୍‌ ସୂଚନା ଅନୁଯାୟୀ, ଡିସେମ୍ବର ୮ରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା କରିଥିଲେ। ମାନସିକ ଚାପରୁ ସେ ଆତ୍ମହତ୍ୟା କରିଥିବା  ନେଇ ସୁଇସାଇଡାଲ୍ ନୋଟ୍ ମିଳିଥିଲା। ସୁଇସାଇଡାଲ୍ ନୋଟ୍‌ରେ ଡିଇଓଙ୍କ ସହ ୮ ଜଣଙ୍କୁ ଦାୟୀ କରାଯାଇଥିଲା।

ଡିଇଓଙ୍କୁ ଗିରଫ କରାଯିବା ନେଇ କୋରାପୁଟ ପୁଲିସ୍‌ ତରଫରୁ ସୂଚନା ଦିଆଯାଇଛି। ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଥିଲା କୋରାପୁଟ ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos