କୋରାପୁଟ ଜିଲ୍ଲା ଗସ୍ତରେ ସୁବ୍ରତ ବାଗ୍‌ଚି

କୋରାପୁଟ: ସ୍କିଲ୍ ଡେଭଲପମେଣ୍ଟ୍ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଯାଇଛନ୍ତି। ସେ ଆମ୍ୱାଗୁଡ଼ା ସ୍ଥିତ ସରକାରୀ ଗୋପବନ୍ଧୁ ଆଇଟିଆଇ କଲେଜ ପରିଦର୍ଶନ କରିବା ସହ ପ୍ରିନ୍ସିପାଲଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ବୈଠକରେ ଜୟପୁର ଉପଜିଲ୍ଲାପାଳ ମଧୁସ୍ମିତା ସାହୁ, କୋରାପୁଟ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସମର୍ଥ ବର୍ମା ଓ ଏଡିଏମ୍ ଏକାଦଶୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

subrta

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 06:14 AM IST

Related story