ଦିନ ତମାମ କୋଟିଆ ସୀମାରେ ଜଗି ରହିଲେ ଓଡ଼ିଶା ପୁଲିସ୍‌

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଓଡ଼ିଶାର କୋଟିଆ ସୀମାରେ ଆଜି ଦିନ ତମାମ ଜଗି ରହିଛି ପୁଲିସ୍‌। ହେଲେ ବିବାଦୀୟ ଗାଁକୁ କେହି ଆସିଲେ ନାହିଁ। ଆନ୍ଧ୍ରପ୍ରଦେଶର ଅଧିକାରୀ ଜାଣିପାରି ନିଜ ଅଞ୍ଚଳର ଗାଁରେ ସଭା ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଚାଲିଗଲେ। ଆଜି ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀମାନେ କୋଟିଆ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ଅଧିକାରୀମାନେ ମାଡ଼କର, ଉପରସେମ୍ବି, ଗଞ୍ଜେଇପଦର ଆଦି ସୀମାନ୍ତ ଗାଁ ଗୁଡ଼ିକକୁ ଆସିବାର ଥିଲା। ଆନ୍ଧ୍ର ଅଧିକାରୀଙ୍କ ଗସ୍ତକୁ ଦେଖି […]

Kotia

Kotia

Manoranjan Sial
  • Published: Friday, 22 October 2021
  • Updated: 22 October 2021, 10:18 PM IST

Sports

Latest News

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଓଡ଼ିଶାର କୋଟିଆ ସୀମାରେ ଆଜି ଦିନ ତମାମ ଜଗି ରହିଛି ପୁଲିସ୍‌। ହେଲେ ବିବାଦୀୟ ଗାଁକୁ କେହି ଆସିଲେ ନାହିଁ। ଆନ୍ଧ୍ରପ୍ରଦେଶର ଅଧିକାରୀ ଜାଣିପାରି ନିଜ ଅଞ୍ଚଳର ଗାଁରେ ସଭା ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଚାଲିଗଲେ।

ଆଜି ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀମାନେ କୋଟିଆ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ଅଧିକାରୀମାନେ ମାଡ଼କର, ଉପରସେମ୍ବି, ଗଞ୍ଜେଇପଦର ଆଦି ସୀମାନ୍ତ ଗାଁ ଗୁଡ଼ିକକୁ ଆସିବାର ଥିଲା। ଆନ୍ଧ୍ର ଅଧିକାରୀଙ୍କ ଗସ୍ତକୁ ଦେଖି କୋରାପୁଟ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସୁରକ୍ଷା ଦାୟିତ୍ୱରେ ସୁନାବେଡା, ସେମିଳିଗୁଡା, ଦାମନଜୋଡି, ପଟାଙ୍ଗି ଥାନା ଅଧିକାରୀଙ୍କ ସମେତ ଜିଲ୍ଲା ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଦିନ ତମାମ ଡେରା ପକାଇଥିଲେ ପୁଲିସ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଯେମିତି ଓଡ଼ିଶାରେ ଆନ୍ଧ୍ରର କୌଣସି ଅଧିକାରୀମାନେ ପଶି ନପାରିବେ।

ସେପଟେ ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆର ତଳ ଗଞ୍ଜେଇପଦରରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଗାଁ ଲୋକଙ୍କ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରାଯାଇଥିଲା।

ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀଙ୍କ ପ୍ରବେଶକୁ ନେଇ କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତର କହିଛନ୍ତି-“ବିଶୃଙ୍ଖଳାକୁ କେବେ ହେଲେ ବରାଦାସ୍ତ କରାଯିବ ନାହିଁ। ଆନ୍ଧ୍ରର ଏଜେଣ୍ଟମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ ଟିମ୍‌ ନେରେଡିବାଲାସା ଓ ଧୂଳିପଦର ଗାଁରେ ସ୍ୱାସ୍ଥ୍ୟ ଶିବିର ଏବଂ ଜନ ସମ୍ପର୍କ ଶିବିର ଆୟୋଜନ କରିଛନ୍ତି। ଲୋକମାନେ ଏଥିରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story