ଚକାଚକ ସହର ଭିତରେ ନାଳରେ ପଡ଼ିଗଲେ କୋରିଆ ଫଟୋଗ୍ରାଫର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ୍‌ ହକି ପାଇଁ ସାଧବ ବୋହୂଟିଏ ପରି ସଜେଇ ହୋଇଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର। ଚକାଚକ୍‌ ହୋଇଛି ରାସ୍ତାଘାଟ। ଏଲ୍‌ଇଡ୍‌ ଲାଇଟ୍‌ରେ ଝଲମଲ୍‌ କରୁଛି ପୂରା ସହର। ରଙ୍ଗୀନ ଆଲୋକରେ ଝଲସୁଛି ରାସ୍ତାକଡ଼ର ଗଛ। ରାଜଧାନୀକୁ ସୁନ୍ଦର ଭାବେ ସଜେଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ହେଲେ ନର୍ଦ୍ଦମା ଉପରେ ସ୍ଲାବ୍‌ ପକାଇବାକୁ ଭୁଲି ଯାଇଛନ୍ତି ସରକାର। ଯେଉଁଥିପାଇଁ କୋରିଆର ଜଣେ ଫଟୋଗ୍ରାଫର ନର୍ଦ୍ଦମାରେ ଗଳି ପଡ଼ିଥିବା […]

Photo

Photo

Manoranjan Sial
  • Published: Thursday, 12 January 2023
  • Updated: 13 January 2023, 05:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ୍‌ ହକି ପାଇଁ ସାଧବ ବୋହୂଟିଏ ପରି ସଜେଇ ହୋଇଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର। ଚକାଚକ୍‌ ହୋଇଛି ରାସ୍ତାଘାଟ। ଏଲ୍‌ଇଡ୍‌ ଲାଇଟ୍‌ରେ ଝଲମଲ୍‌ କରୁଛି ପୂରା ସହର। ରଙ୍ଗୀନ ଆଲୋକରେ ଝଲସୁଛି ରାସ୍ତାକଡ଼ର ଗଛ। ରାଜଧାନୀକୁ ସୁନ୍ଦର ଭାବେ ସଜେଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ହେଲେ ନର୍ଦ୍ଦମା ଉପରେ ସ୍ଲାବ୍‌ ପକାଇବାକୁ ଭୁଲି ଯାଇଛନ୍ତି ସରକାର। ଯେଉଁଥିପାଇଁ କୋରିଆର ଜଣେ ଫଟୋଗ୍ରାଫର ନର୍ଦ୍ଦମାରେ ଗଳି ପଡ଼ିଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ କୋରିଆ ହକି ଟିମ୍‌ ସହିତ ଆସିଛନ୍ତି ଜଣେ ଫଟୋଗ୍ରାଫ୍‌ର। ସେ ଡୁମ୍‌ଡୁମା ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ ରହୁଥିଲେ। ବୁଧବାର ସନ୍ଧ୍ୟା ବେଳେ ଫଟୋଗ୍ରାଫର ଜଣଙ୍କ ନିଜ ଲେନ୍ସରେ ରାଜଧାନୀକୁ କଏଦ କରିବା ପାଇଁ ହୋଟେଲ୍‌ରୁ ବାହାରିଥିଲେ। ଆଉ ଚା’ ମଜା ନେବା ପାଇଁ ସେ ରାସ୍ତା ପାର୍ଶ୍ୱରେ ଥିବା ଏକ ଚା’ ଦୋକାନକୁ ଯାଇଥିଲେ। ସେ ମହିଳା ଚା’ ଦୋକାନୀଙ୍କ ସହିତ କଥା ହେଉଥିବା ବେଳେ ନାଳରେ ଗଳି ପଡ଼ିଥିଲେ। ଆଉ ବାହାରି ପାରି ନଥିଲେ।

ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ତାଙ୍କୁ ମେଡିକାଲ୍‌ ନେବା ପାଇଁ ସ୍ଥାନୀୟ ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିବା ପରେ ବି ଆମ୍ବୁଲାନ୍ସ ନ ଆସିବାରୁ ଏକ ପ୍ରାଇଭେଟ୍‌ ଗାଡ଼ିରେ ତାଙ୍କୁ ମେଡିକାଲ୍‌ ନେଇଥିଲେ ସ୍ଥାନୀୟ ଲୋକେ। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି।

ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି। ସେଥିପାଇଁ ଉତ୍ସବ ବନା ଯାଉଛି। ବୁଧବାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ ହୋଇଛି ଏହି ହକି ମହାକୁମ୍ଭ। ଆସନ୍ତାକାଲିଠାରୁ ଆରମ୍ଭ ହେବ ମ୍ୟାଚ୍‌। ରାଉରକେଲା ବୀର୍ସା ମୁଣ୍ଡା ଇଣ୍ଟରନ୍ୟାସନାଲ୍‌ ହକି ଷ୍ଟାଡିୟମ୍‌ ଓ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ। ସେଥିପାଇଁ ଓଡ଼ିଶାରେ ଲାଗିଛି ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଏବଂ ଅତିଥିଙ୍କ ଭିଡ। ହକି ମ୍ୟାଚ୍‌ର ଲାଇଭ୍‌ କଭର କରିବା ପାଇଁ ରାଜଧାନୀରେ ଡେରା ଜମାଇଛନ୍ତି ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର ଗଣମାଧ୍ୟମ ପ୍ରତିନିଧି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି।

https://www.youtube.com/watch?v=MhsRMozhR1c

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story