କୋଟିଆ ଗ୍ରାମପୁଞ୍ଜରେ ପୁଣି ଆନ୍ଧ୍ରର ଦାଦାଗିରି: ଆଧାର କାର୍ଡ ପାଇଁ ଉଠାଇଲେ ଫଟୋ

Ordigital Desk
  • Published: Tuesday, 06 February 2018
  • , Updated: 06 February 2018, 11:21 AM IST
<p>କୋରାପୁଟ: ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ପୁଣି ଆନ୍ଧ୍ରପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର କିଛି ସରକାରୀ ଅଧିକାରୀ ଆନ୍ଧ୍ର ସୀମାକୁ ଲାଗି ଥିବା କୋଟିଆ ଗ୍ରାମକୁ ଆସି ଲୋକଙ୍କ ଆଧାର କାର୍ଡ ପାଇଁ ଫଟୋ ଉଠାଇଛନ୍ତି। ଗତମାସ ୧୦ ତାରିଖରେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍&zwnj;ର ଜିଲ୍ଲାପାଳଙ୍କ ସହ କିଛି ସରକାରୀ ଅଧିକାରୀ କୋଟିଆ ଏବଂ ଏହା ଆଖପାଖ ଗାଁରେ କମ୍ବଳ ଓ ସୋଲାର ଲାଇଟ୍ ଆଦି ବାଣ୍ଟିଥିଲେ। ଏହାପରେ କୋରାପୁଟ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସଂପୃକ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ।</p>

Related story