ବିଧାୟକ ପଦରୁ ଇସ୍ତଫା ଦେଲେ କୃଷ୍ଣ ସଗରିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି କୋରାପୁଟ ବିଧାୟକ ତଥା କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ସଗରିଆ। ଆଜି ବାଚସ୍ପତିଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ଦେବା ନେଇ ଗତ ୩୦ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଥିଲେ ସଗରିଆ।

ଇସ୍ତଫା ଦେବା ପରେ ସଗରିଆ କହିଛନ୍ତି, “ମୁଁ କଂଗ୍ରେସ ସହ ଅଛି, କଂଗ୍ରେସ ସହ ରହିବି।”

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାକୁ ନେଇ ସେ ଇସ୍ତଫା ଦେଇଥିବା ସେ କହିଛନ୍ତି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ମିଳି ନଥିବାରୁ ବିବେକର ଡାକରାରେ ମୁଁ ଇସ୍ତଫା ଦେଉଛି ବୋଲି ସେ କହିଛନ୍ତି।

Ordigital Desk
• Published: Tuesday, 06 November 2018
• Updated: 06 November 2018, 12:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି କୋରାପୁଟ ବିଧାୟକ ତଥା କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ସଗରିଆ। ଆଜି ବାଚସ୍ପତିଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ଦେବା ନେଇ ଗତ ୩୦ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଥିଲେ ସଗରିଆ।

ଇସ୍ତଫା ଦେବା ପରେ ସଗରିଆ କହିଛନ୍ତି, “ମୁଁ କଂଗ୍ରେସ ସହ ଅଛି, କଂଗ୍ରେସ ସହ ରହିବି।”

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାକୁ ନେଇ ସେ ଇସ୍ତଫା ଦେଇଥିବା ସେ କହିଛନ୍ତି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ମିଳି ନଥିବାରୁ ବିବେକର ଡାକରାରେ ମୁଁ ଇସ୍ତଫା ଦେଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos