କୁଚିଣ୍ଡା: ପୂର୍ଣ୍ଣ ଅନୁଦାନ ଦାବିରେ ବ୍ଳକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା 

କୁଚିଣ୍ଡା: ସମ୍ୱଲପୁର ଜିଲ୍ଳା କୁଚିଣ୍ଡା ଉପଖଣ୍ଡ ଜମନକିରାରେ ବ୍ଳକଗ୍ରାଣ୍ଟ ଶିକ୍ଷକ ବିଇଓ ଅଫିସ ଆଗରେ  ଧାରଣାରେ ବସିଛନ୍ତି।  ୧୯୯୪ ଗ୍ରାଣ୍ଟଇନଏଡ଼ ପଲିସି ଅନୁସାରେ ପୂର୍ଣ୍ଣ ଅନୁଦାନ ଦାବିରେ ୧୦ଟି ସ୍କୁଲର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ତାଲା ପକାଇଛନ୍ତି। ଆସନ୍ତା ୧୯ ତାରିଖରୁ ବ୍ଳକଗ୍ରାଣ୍ଟ ଶିକ୍ଷକ ବିଧାନସଭା ଆଗରେ ଧାରଣା ଦେବେ।

b

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 04:47 AM IST

Related story