କୁଡୁମି ସେନାର ଦିଲ୍ଲୀ ଯାତ୍ରା

ବାରିପଦା (ମାନିକ ଲାଲ ପାଣି): କୁଡୁମି ସେନାର ଦିଲ୍ଲୀ ଯାତ୍ରା। ଆଜି ବାରିପଦା ସ୍ଥିତ ମାଆ ଅମ୍ବିକା ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ କୁଡୁମୀ ସେନାର କର୍ମକର୍ତ୍ତାମାନେ ଏକତ୍ର ହୋଇଥିଲେ। ପରେ ଏକ ପ୍ରତନିଧି ଦଳ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ୬ ତାରିଖରେ ସେମାନେ ଦିଲ୍ଲୀ ପହଞ୍ଚି ଯନ୍ତ୍ରରମନ୍ତ୍ରରଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ। କୁଡୁମୀ ସେନା ସେପ୍ଟେମ୍ବର ୬ ତାରିଖକୁ କଳାଦିବସ ଭାବେ ପାଳନ […]

Baripada

Baripada

Manoranjan Sial
  • Published: Saturday, 04 September 2021
  • Updated: 04 September 2021, 08:38 PM IST

Sports

Latest News

ବାରିପଦା (ମାନିକ ଲାଲ ପାଣି): କୁଡୁମି ସେନାର ଦିଲ୍ଲୀ ଯାତ୍ରା। ଆଜି ବାରିପଦା ସ୍ଥିତ ମାଆ ଅମ୍ବିକା ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ କୁଡୁମୀ ସେନାର କର୍ମକର୍ତ୍ତାମାନେ ଏକତ୍ର ହୋଇଥିଲେ। ପରେ ଏକ ପ୍ରତନିଧି ଦଳ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ୬ ତାରିଖରେ ସେମାନେ ଦିଲ୍ଲୀ ପହଞ୍ଚି ଯନ୍ତ୍ରରମନ୍ତ୍ରରଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ।

କୁଡୁମୀ ସେନା ସେପ୍ଟେମ୍ବର ୬ ତାରିଖକୁ କଳାଦିବସ ଭାବେ ପାଳନ କରିଛି। ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖରେ କୁଡୁମୀ ଜାତିକୁ ଏସ୍‌ଟି ତାଲିକାରୁ ବାଦ ଦିଆ ଯାଇଛି। ସେଥିପାଇଁ କୁଡୁମି ସେନା ସେପ୍ଟେମ୍ବର ୬ ତାରିଖକୁ କଳା ଦିବସ ଭାବେ ପାଳନ କରୁଛି। କୁଡୁମୀ ଜାତି ଆଜି ସରକାରଙ୍କ ବିଭିନ୍ନ ଯୋଜନାରୁ ବାଦ ପଡୁଛି। କୁଡୁମୀ ଜାତିକୁ ସରକାର ପୁନଃ ଏସ୍‌ଟି କରନ୍ତୁ ବୋଲି କୁଡୁମୀ ସେନା ଦୀର୍ଘ ବର୍ଷ ହେଲାଣି ଦାବି କରିଆସୁଅଛି।

କୁଡୁମୀ ସେନାର ରାଜ୍ୟ ସଭାପତି ଜୈମୁନୀ ମହାନ୍ତଙ୍କ ଆହ୍ୱାନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆଜି ଶତାଧିକ କୁଡୁମୀ ମହିଳା ଓ ପୁରୁଷ ବସ୍‌ ଯୋଗେ ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି। ଏହାଛଡ଼ା ଆଉ କିଛି ଟ୍ରେନ୍‌ରେ ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story