ଖୋର୍ଦ୍ଧା: କାଳିଜାଇ ମନ୍ଦିର ନିକଟରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଆଜି ଭାଲେଣ୍ଟାଇନ୍ ଡେ’ରେ ଖୋର୍ଦ୍ଧା ଜିଲ୍ଲା ସୋରଣ କାଳିଜାଇ ମନ୍ଦିର ନିକଟରୁ ରବିବାର ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ପ୍ରେମୀ ଯୁବଳ ବୋଲି ଜଣାପଡ଼ିଛି। ମନ୍ଦିର ନିକଟସ୍ଥ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବା ବେଳେ ତାଙ୍କ ପାଦତଳେ ଯୁବତୀଙ୍କ ମୃତଦେହ ପଡିଥିଲା। ମୃତ ଯୁବକଙ୍କ ନାଁ ମହେଶ ପୃଷ୍ଟି ଓ ଯୁବତୀଙ୍କ ନାଁ ବେବିନା ମଲ୍ଲିକ। ଯୁବକଙ୍କ ପକେଟ୍‌ରୁ ମିଳିଥିବା ସୁସାଇଡ୍ ନୋଟ୍‌ରୁ ଏହା ଜଣାପଡ଼ିଛି। ସେମାନେ ପ୍ରେମ […]

kurda dead

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 02:51 PM IST

ଖୋର୍ଦ୍ଧା: ଆଜି ଭାଲେଣ୍ଟାଇନ୍ ଡେ’ରେ ଖୋର୍ଦ୍ଧା ଜିଲ୍ଲା ସୋରଣ କାଳିଜାଇ ମନ୍ଦିର ନିକଟରୁ ରବିବାର ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ପ୍ରେମୀ ଯୁବଳ ବୋଲି ଜଣାପଡ଼ିଛି। ମନ୍ଦିର ନିକଟସ୍ଥ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବା ବେଳେ ତାଙ୍କ ପାଦତଳେ ଯୁବତୀଙ୍କ ମୃତଦେହ ପଡିଥିଲା। ମୃତ ଯୁବକଙ୍କ ନାଁ ମହେଶ ପୃଷ୍ଟି ଓ ଯୁବତୀଙ୍କ ନାଁ ବେବିନା ମଲ୍ଲିକ। ଯୁବକଙ୍କ ପକେଟ୍‌ରୁ ମିଳିଥିବା ସୁସାଇଡ୍ ନୋଟ୍‌ରୁ ଏହା ଜଣାପଡ଼ିଛି। ସେମାନେ ପ୍ରେମ ପାଇଁ ଆତ୍ମହତ୍ୟା କରିଥିବା ସୁସାଇଡ୍ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ଟାଙ୍ଗୀ ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story