ପଥର ଖାଦାନ ବିସ୍ଫୋରଣ ଘଟଣା: ଓଡ଼ିଆ ଶ୍ରମିକଙ୍କୁ ନେଇଥିବା ଠିକାଦାର ଅଟକ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶର କର୍‌ନୁଲ୍‌ ପଥର ଖାଦାନକୁ ଓଡ଼ିଆ ଶ୍ରମିକଙ୍କୁ ନେଇଥିବା ଠିକାଦାର କୈଳାସ ନାହାକକୁ କର୍‌ନୁଲ୍‌ ପୁଲିସ୍‌ ଅଟକ ରଖିଛି। ଏହାସହ ଖଣି ମାଲିକ ଶ୍ରୀନିବାସ ଚୌଧୁରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପଥର ଖାଦନରେ ଘଟିଥିବା ବିସ୍ଫୋରଣରେ ଗଞ୍ଜାମ ଜିଲ୍ଲାର ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଝାରେଡି ଗାଁର ଭୀମସେନ ନାହାକ, ନୂଆଗାଁର ଦୂର୍ଯୋଧନ ନାହାକ ଏବଂ ମନୋରଞ୍ଜନ ନାହାକ। ଏବେ ବି ୧୦ଟି ମୃତଦେହ ଚିହ୍ନଟ […]

Kurnool

Kurnool

Ordigital Desk
  • Published: Sunday, 05 August 2018
  • Updated: 05 August 2018, 10:07 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶର କର୍‌ନୁଲ୍‌ ପଥର ଖାଦାନକୁ ଓଡ଼ିଆ ଶ୍ରମିକଙ୍କୁ ନେଇଥିବା ଠିକାଦାର କୈଳାସ ନାହାକକୁ କର୍‌ନୁଲ୍‌ ପୁଲିସ୍‌ ଅଟକ ରଖିଛି। ଏହାସହ ଖଣି ମାଲିକ ଶ୍ରୀନିବାସ ଚୌଧୁରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Kurnoolପଥର ଖାଦନରେ ଘଟିଥିବା ବିସ୍ଫୋରଣରେ ଗଞ୍ଜାମ ଜିଲ୍ଲାର ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଝାରେଡି ଗାଁର ଭୀମସେନ ନାହାକ, ନୂଆଗାଁର ଦୂର୍ଯୋଧନ ନାହାକ ଏବଂ ମନୋରଞ୍ଜନ ନାହାକ। ଏବେ ବି ୧୦ଟି ମୃତଦେହ ଚିହ୍ନଟ ହୋଇ ନଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ଆହତ ହୋଇ ଚିକିତ୍ସିତ ହେଉଥିବା ୬ ଶ୍ରମିକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଅଛନ୍ତି।

Kurnoolମୃତକଙ୍କ ଗାଁରେ ଶୋକାକୁଳ ପରିବେଶ

କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ। କିଏ ପୁଅକୁ ହରାଇଛନ୍ତି ତ ଆଉ କିଏ ସ୍ୱାମୀଙ୍କୁ। ଗୋଟିଏ ଅଞ୍ଚଳର ୩ ଖଟିଖିଆ ମଣିଷଙ୍କ ମୃତ୍ୟୁ ଶୋକାକୁଳ କରିଦେଇଛି ସମସ୍ତଙ୍କୁ। ଗଞ୍ଜାମ ବ୍ଲକ୍‌ ଝାରେଡି ଏବଂ ନୂଆଗାଁରେ ଏବେ ଏମିତି ପରିବେଶ।

Kurnoolଜିଲ୍ଲା ପ୍ରଶାସନର ସହାୟତା ରାଶିକୁ ନେଇ ଅସନ୍ତୋଷ

ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଲେଖାଏ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଆନ୍ଧ୍ରପ୍ରଦେଶ ସରକାର ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ତିନି ଓଡ଼ିଆ ଶ୍ରମିକଙ୍କ ପରିବାର ଲୋକଙ୍କୁ ମାତ୍ର ୧୦ ହଜାର ଲେଖାଏ ଟଙ୍କା ଓ ଆହତମାନଙ୍କ ପରିବାରକୁ ୫ ହଜାର ଲେଖାଏ ଟଙ୍କା ପ୍ରଦାନ କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ମୃତାହତଙ୍କ ପରିବାର ଲୋକଙ୍କ ପାଇଁ କୌଣସି ଆର୍ଥିକ ସହାୟତା ଘୋଷଣା କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story