ବିଜୁଳି ପାଇଁ ବିଧାୟକଙ୍କ ବିକ୍ଷୋଭ: ଇଲେକ୍ଟ୍ରି ଅଫିସ ଆଗରେ ଧାରଣା

Ordigital Desk
  • Published: Monday, 22 May 2017
  • , Updated: 22 May 2017, 12:12 PM IST
<p>ପାଟଣାଗଡ଼: ବିଦ୍ୟୁତକାଟ ପ୍ରତିବାଦରେ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓ ନିଜ ସମର୍ଥକଙ୍କ ସହ ପାଟଣାଗଡ ବିଦ୍ୟୁତ୍ ଅଫିସ ଆଗରେ ଧାରଣାରେ ବସିଛନ୍ତି।&nbsp; ବଲାଙ୍ଗିର ପାଟଣାଗଡ଼ ବିଦ୍ୟୁତ୍ ବିଭାଗ ପକ୍ଷରୁ ମନମୁଖୀ ବିଦ୍ୟୁତକାଟ ସହ ଲୋଭୋଲଟେଜ ସମସ୍ୟା ରହୁଥିବା ନେଇ ଅଭିଯୋଗ ହୋଇଆସୁଛି।&nbsp; ହେଲେ ବିଦ୍ୟୁତ୍ ବିଭାଗ ଏନେଇ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବିଧାୟକ କହିଛନ୍ତି।</p>

Related story